Sambad Odisha

ରାଜ୍ୟ

ପଲ୍ଲୀରେ ପ୍ରଶାସନ: ଓଳସିଂହରେ ବେଆଇନ ପଥର ଖଣି ବନ୍ଦ ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ଅବ୍ୟବସ୍ଥା ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବିପତ୍ର

  • January 12, 2026
  • 0 Comments

ପଲ୍ଲୀରେ ପ୍ରଶାସନ: ଓଳସିଂହରେ ବେଆଇନ ପଥର ଖଣି ବନ୍ଦ ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ଅବ୍ୟବସ୍ଥା ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବିପତ୍ର ଖୋର୍ଦ୍ଧା,୧୨/୧(ସମ୍ବାଦ ଓଡ଼ିଶା): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପଂଚାୟତବାସୀଙ୍କ ତରଫରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗ ହୋଇଥିବା ଜଣାପଡିଛି। ଓଳସିଂହ ଗ୍ରାମର ନୟାକୋଟ ମୌଜା ଅଞ୍ଚଳରେ ବେଆଇନ ଭାବରେ ଖଣି […]

କୃଷି ରାଜ୍ୟ ସ୍ପେଶାଲ

ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ ।

  • January 12, 2026
  • 0 Comments

ମୃତ୍ତିକା ଓ ଜଳ ବିନା ଜୀବଜଗତ ଅସମ୍ଭବ ।   ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ । ଖୋର୍ଦ୍ଧା, ୧ ୨।୧( ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ରବିବାର ଦିନ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର […]

ବାଣିଜ୍ୟ ରାଜ୍ୟ

ଯୁବ ଟେକ୍ ଉଦ୍ୟମୀଙ୍କ ଜାତୀୟ ସମ୍ମାନ: କ୍ରିଉଟୋର ଯୁବ ସ୍ଥାପକ ଏବଂ ସିଇଓ ନିହାର ରଞ୍ଜନ ରାଉତଙ୍କୁ ‘ଦେଶ ରତ୍ନ ସମ୍ମାନ ୨୦୨୫’

  • January 11, 2026
  • 0 Comments

ଯୁବ ଟେକ୍ ଉଦ୍ୟମୀଙ୍କ ଜାତୀୟ ସମ୍ମାନ: କ୍ରିଉଟୋର ଯୁବ ସ୍ଥାପକ ଏବଂ ସିଇଓ ନିହାର ରଞ୍ଜନ ରାଉତଙ୍କୁ ‘ଦେଶ ରତ୍ନ ସମ୍ମାନ ୨୦୨୫’ ଭୁବନେଶ୍ୱର ୧୧/୧( ସମ୍ବାଦ ଓଡ଼ିଶା): ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ଯୁବ ନେତୃତ୍ୱ, ନୂଆ ଚିନ୍ତାଧାରା ଏବଂ ଦେଶ ଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିଉଟୋ ର ଯୁବ ସ୍ଥାପକ ଏବଂ ପ୍ରଧାନ କର୍ମକର୍ତ୍ତା ନିହାର ରଞ୍ଜନ ରାଉତଙ୍କୁ ପ୍ରତିଷ୍ଠିତ ‘ଦେଶ ରତ୍ନ ସମ୍ମାନ ୨୦୨୫’ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଉତ୍ତର ପ୍ରଦେଶ ସରକାରଙ୍କ […]

ଖେଳ ରାଜ୍ୟ

ରାଜ୍ୟ ସ୍ତରୀୟ ମା’ ଭୈରବୀ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ।

  • January 10, 2026
  • 0 Comments

ରାଜ୍ୟ ସ୍ତରୀୟ ମା’ ଭୈରବୀ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ନିମନ୍ତେ ପ୍ରସ୍ତୁତି ବୈଠକ। ନିରାକାରପୁର, ୧୦/୧( ସମ୍ବାଦ ଓଡ଼ିଶା):ସ୍ଥାନୀୟ ଡିଆ ପଞ୍ଚାୟତ କାଶୀପୁରସ୍ଥିତ ବିଦ୍ୟାଳୟ ପ୍ରାଙ୍ଗଣରେ ମା’ଭୈରବୀ ଯୁବ ସଂସଦ କାଶୀପୁର, ଡିଆ ଅଞ୍ଚଳରେ ଥିବା ସର୍ବ ପୁରାତନ କ୍ରୀଡାନୁଷ୍ଠାନ ପକ୍ଷରୁ ୪୩ତମ ରାଜ୍ୟ ସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏନେଇ ମା’ଭୈରବୀ ଯୁବ ସଂସଦର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀଙ୍କ ସଭାପତିତ୍ବରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ସର୍ବ ସମ୍ମତି କ୍ରମେ ରାଜ୍ୟର ବଛା […]

ରାଜ୍ୟ ଶିକ୍ଷା

ମାଉଣ୍ଟ ଲିଟେରା ଜି ସ୍କୁଲ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ  ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ସୂର୍ଯ୍ୟ ଭଳି ନିଜକୁ ଜାଳିବାକୁ ପଡ଼ିବ

  • January 7, 2026
  • 0 Comments

ମାଉଣ୍ଟ ଲିଟେରା ଜି ସ୍କୁଲ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ    ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ ସୂର୍ଯ୍ୟ ଭଳି ନିଜକୁ ଜାଳିବାକୁ ପଡ଼ିବ

ଖେଳ ମନୋରୋଜନ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ  

  • December 29, 2025
  • 0 Comments

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ 

ମନୋରୋଜନ ରାଜ୍ୟ ଶିକ୍ଷା

ଏକାଠି ହେଲେ ୨୦୦୪ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ

  • December 28, 2025
  • 0 Comments

ଏକାଠି ହେଲେ ୨୦୦୪ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ନିରାକାର ପୁର,୨୮/୧୨(ସମ୍ବାଦ ଓଡ଼ିଶା): ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୨୦୦୪ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସ୍ଥାନୀୟ କାଶିପୁର ଭୈରବୀଙ୍କ ପୀଠ ରେ ଆୟୋଜିତ ହୋଇଯାଇଛି । ସମର୍ପଣ ଭାବନା ରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ସେବା ମନୋଭାବ ରଖି ବନ୍ଧୁର ଅସୁବିଧା ସମୟରେ ସମସ୍ତେ ଛିଡ଼ା ହେବାକୁ ଆହ୍ବାନ ଦିଆଯାଇଥିଲା।ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ ।ଛାତ୍ରଛାତ୍ରୀମାନେ ଏକାଠି ହୋଇ […]

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱର ୨-୧ ରେ ଫାଇନାଲକୁ ପ୍ରବେଶ 

  • December 28, 2025
  • 0 Comments

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱର ୨-୧ ରେ ଫାଇନାଲକୁ ପ୍ରବେଶ  ନିରାକାରପୁର,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ଭୁବନେଶ୍ୱର ଶବର ସ୍ପୋଟିଂ ବିଶାଖାପାଟଣା ଏସପିଏମକୁ ୨-୧ ଗୋଲରେ ଫାଇନାଲରେ ପ୍ରବେଶ କରିଛି। ଖେଳରେ ପ୍ରଥମାର୍ଦଧ ଓ ଦିତୀୟର୍ଦ୍ଧ ଖେଳ ବହୁ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଶେଷ […]

ଖେଳ ରାଜ୍ୟ

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୪-୧ ଗୋଲରେ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲକୁ ପ୍ରବେଶ 

  • December 28, 2025
  • 0 Comments

ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୪-୧ ଗୋଲରେ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲକୁ ପ୍ରବେଶ ଖୋର୍ଦ୍ଧା,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ସିଭି ରମଣ ଆଫ୍ରିକିଆନକୁ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲରେ ପ୍ରବେଶ କରିଛି। ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର […]