ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱରକୁ ୫-୩ ରେ ଗୋଲରେ ହରାଇ ଧାନବାଦ ଫୁଟବଲ କ୍ଲବ , ଝାଡ଼ଖଣ୍ଡ ଚାମ୍ପିଅନ
ଏକାଠି ହେଲେ ୨୦୦୪ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀ ନିରାକାର ପୁର,୨୮/୧୨(ସମ୍ବାଦ ଓଡ଼ିଶା): ଖୋରଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ର ୨୦୦୪ ମସିହା ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ସ୍ଥାନୀୟ କାଶିପୁର ଭୈରବୀଙ୍କ ପୀଠ ରେ ଆୟୋଜିତ ହୋଇଯାଇଛି । ସମର୍ପଣ ଭାବନା ରଖି କର୍ମକ୍ଷେତ୍ରରେ କାର୍ଯ୍ୟକରିବା ସହିତ ସେବା ମନୋଭାବ ରଖି ବନ୍ଧୁର ଅସୁବିଧା ସମୟରେ ସମସ୍ତେ ଛିଡ଼ା ହେବାକୁ ଆହ୍ବାନ ଦିଆଯାଇଥିଲା।ଅନୁଭୂତି କଥନରେ ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଛାତ୍ରଛାତ୍ରୀମାନେ ।ଛାତ୍ରଛାତ୍ରୀମାନେ ଏକାଠି ହୋଇ […]
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଶବର ସ୍ପୋଟିଂ, ଭୁବନେଶ୍ୱର ୨-୧ ରେ ଫାଇନାଲକୁ ପ୍ରବେଶ ନିରାକାରପୁର,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ଭୁବନେଶ୍ୱର ଶବର ସ୍ପୋଟିଂ ବିଶାଖାପାଟଣା ଏସପିଏମକୁ ୨-୧ ଗୋଲରେ ଫାଇନାଲରେ ପ୍ରବେଶ କରିଛି। ଖେଳରେ ପ୍ରଥମାର୍ଦଧ ଓ ଦିତୀୟର୍ଦ୍ଧ ଖେଳ ବହୁ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ ଶେଷ […]
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୪-୧ ଗୋଲରେ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲକୁ ପ୍ରବେଶ ଖୋର୍ଦ୍ଧା,୨୭/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ପ୍ରଥମ ସେମିଫାଇନାଲରେ ଟ୍ରାଇବେକର ଜରିଆରେ ସିଭି ରମଣ ଆଫ୍ରିକିଆନକୁ ହରାଇ ଧାନବାଦ ଫୁଟବଲ ଏକାଡେମୀ ଝାଡ଼ଖଣ୍ଡ ଫାଇନାଲରେ ପ୍ରବେଶ କରିଛି। ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର […]
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ସିଭି ରମଣ ଆଫ୍ରିକିଆନ ୧-୦ ଗୋଲରେ ସେମିକୁ ଉନ୍ନୀତ ଖୋର୍ଦ୍ଧା,୨୬/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଚତୁର୍ଥ ଦିବସ ମ୍ୟାଚରେ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ କ୍ଲବ, କଲିକତା ଓ ସିଭି ରମଣ ଆଫ୍ରିକିଆନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇ ଥିବାବେଳେ ହିନ୍ଦୁସ୍ଥାନ ହିରୋସ୍ ଫୁଟବଲ […]
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଧାନବାଦ ଫୁଟବଲ କ୍ଲବ, ଝାଡ଼ଖଣ୍ଡ ୪-୨ ରେ ବିଜୟୀ
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ : ଏସ ପି ଏମ୍ ବିଶାଖାପାଟଣା ୩-୨ ଗୋଲରେ ପପୁଲାର ଫୁଟବଲ ଢେଙ୍କାନାଳ କୁ ହରାଇ ବିଜୟୀ ଖୋର୍ଦ୍ଧା୨୪/୧୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚାଲିଥିବା ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ଦିବସ ମ୍ୟାଚରେ ଏସ ପି ଏମ୍ ବିଶାଖାପାଟଣା ବନାମ ପପୁଲାର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ […]
ସର୍ବଭାରତୀୟ ୩୨ ତମ ସଖା ସଂଘ ଫୁଟବଲ ଉଦଘାଟିତ: ଶବର ସ୍ପୋର୍ଟି କ୍ଲବ ଭୁବନେଶ୍ୱର ମଣିପୁର କୁ ୨-୦ ଗୋଲରେ ହରାଇ ବିଜୟୀ ନିରାକାରପୁର,୨୩/୧୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଆଜି ଠାରୁ ଆରମ୍ଭ ହୋଇଛି ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜିର ଉଦଘାଟନୀ ମ୍ୟାଚରେ ଉଦଘାଟନ ଭାବେ କ୍ଷେତ୍ରବାସୀ ଡି ଏ ଭି କଲେଜ ଅଧ୍ୟକ୍ଷା କାଦମ୍ବିନୀ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିବାବେଳେ […]
ଆଜିଠାରୁ ସର୍ବଭାରତୀୟ ସଖା ସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିରାକାରପୁର,୨୩/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚଳିତ ବର୍ଷ ୩୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ସର୍ବଭାରତୀୟ ସ୍ତରର ବିଭିନ୍ନ ବଛା ବଛା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଆଜିର ଉଦଘାଟନୀ ମ୍ୟାଚ୍ ଏଫ ଏଫ୍ ଏ ମଣିପୁର ବନାମ ଶବର ସ୍ପୋଟିଂ ଭୁବନେଶ୍ୱର, ୨୪ ତାରିଖରେ ଏସ […]
ଶିକ୍ଷା ବିକାଶ ସମିତି ଅନୁବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ନିରାକାରପୁର,୨୧/୧୨(ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟଅତିଥୂ ଭାବେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ବିଶ୍ୱନାଥ ରଥ, ଶ୍ରୀରାମ ଦୟା ପରିଷଦର ସଂମ୍ପାଦକ ଗଗାଂଧର ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ,ବୁଦ୍ଧିଜୀବୀ ରାମକୃଷ୍ଣ […]