ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଆଫ୍ରିକା ୫-୪ ରେ ଫାଇନାଲରେ ପ୍ରବେଶ
ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଆଫ୍ରିକା ୫-୪ ରେ ଫାଇନାଲରେ ପ୍ରବେଶ ଖୋର୍ଦ୍ଧା,୩୦/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଛଣଗିରି ଖେଳ ପଡିଆରେ ଛଣଗିରି ପଂଚାୟତ ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଚତୁର୍ଥ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ ଛତିଶଗଡ଼ ଜଗଦଳପୁର ବନାମ ୟୁନାଇଟେଡ କ୍ଳବ୍, ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଜଗଦଳପୁର ଓ ଆଫ୍ରିକା ମଧ୍ୟରେ ହୋଇଥିବା ଖେଳର ପ୍ରଥମାର୍ଦ୍ଧ ଓ ଦିତୀୟାର୍ଦ୍ଧ୍ ଖେଳ […]



