ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୦ରୁ
ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୦ରୁ ଖୋର୍ଦ୍ଧା,୨୮/୧( ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଂଚାୟତ ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ୪ର୍ଥ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୩୦ ତାରିଖ ଠାରୁ ଅନୁଷ୍ଠିତ ହୋଇ ଫେବୃଆରୀ ୧ ତାରିଖରେ ଶେଷ ହେବ। ଏହି ଅବସରରେ ଛଣଗିରି ଆଚଂଳିକ ଆଥଲେଟିକ ଆସୋସିଏସନ ଏକ ପ୍ରେସ ଇସ୍ତାହାରରେ ଟୁର୍ଣ୍ଣାମେଣ୍ଟ ଉପରେ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।ଟୁର୍ଣ୍ଣାମେଣ୍ଟ ୩ଦିନ ଧରି ଚାଲିବ।ଟୁର୍ଣ୍ଣାମେଣ୍ଟରେ ଦେଶ […]




