Sambad Odisha

ରାଜ୍ୟ ଶିକ୍ଷା

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ହଜରେ ରାଜ୍ୟସ୍ତରୀୟ ଅଲମ୍ପିଆଡ ପରୀକ୍ଷା ଅନୁଷ୍ଠିତ 

  • January 27, 2026
  • 0 Comments

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ହଜରେ ରାଜ୍ୟସ୍ତରୀୟ ଅଲମ୍ପିଆଡ ପରୀକ୍ଷା ଅନୁଷ୍ଠିତ ନିରାକାରପୁର, ୨୭/୧ଖୋର୍ଦ୍ଧା ଜିଲ୍ଲା ହଜ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ “ବିବେକାନନ୍ଦ ଶିକ୍ଷା କେନ୍ଦ୍ର “ରେ ଭାରତୀୟ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ୱର ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଅଲମ୍ପିଆଡ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି!ଏହି ପରୀକ୍ଷା ଦିନ ୧୧ଟାରୁ ୧ଘଟିକା ପର୍ଯ୍ୟନ୍ତ କରାଯାଇଥିଲା!ଉକ୍ତ ପରୀକ୍ଷାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ଭଞ୍ଜଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ପରୀକ୍ଷା ନିରୀକ୍ଷକ ଭାବେ ଆଚାର୍ଯ୍ୟ ମାନସ ଦାସ,ବିଶ୍ୱନାଥ ମହାପାତ୍ର,ଆଚାର୍ଯ୍ୟା ସାବିତ୍ରୀ ବରାଳ […]

ରାଜ୍ୟ

କଳିଙ୍ଗ ଭେଟରାନ ଆସୋସିଏସନର ୭୭ତମ ଗଣତନ୍ତ୍ର ଦିବସ ପାଳନ

  • January 27, 2026
  • 0 Comments

କଳିଙ୍ଗ ଭେଟରାନ ଆସୋସିଏସନର ୭୭ତମ ଗଣତନ୍ତ୍ର ଦିବସ ପାଳନ ନିରାକାରପୁର,୨୭/୧( ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ଥିବା କଳିଙ୍ଗ ଭେଟରାନ ଆସୋସିଏସନର ସଦସ୍ୟମାନେ ସାମୁହିକ ଭାବେ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ୭୭ତମ ଗଣତନ୍ତ୍ର ଦିବସ ପାଳନ କରିଥିଲେ । ବରିଷ୍ଠ ସଦସ୍ୟ ଭେଟେରାନ ଅଶୋକ କୁମାର ବାହୁବଳେନ୍ଦ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବିଧାନର ମୂଲ୍ୟବୋଧ, ଗଣତନ୍ତ୍ର ଦିବସର ମହତ୍ଵ, ଜଵାନ ମାନଙ୍କ ଦେଶପ୍ରେମ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ […]

ଖେଳ ରାଜ୍ୟ

ଦ୍ୱିତୀୟ ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏମ ବି ସି ସି ମଳିପଡା ଚାମ୍ପିଅନ

  • January 27, 2026
  • 0 Comments

ଦ୍ୱିତୀୟ ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏମ ବି ସି ସି ମଳିପଡା ଚାମ୍ପିଅନ ନିରାକାରପୁର,୨୭/୧( ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ୟଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଏମ ବି ସି ସି ମଳିପଡା ଚାମ୍ପିଅନ ହୋଇଛି।ଏହି ଟୁର୍ନାମେଣ୍ଟରେ ସମୁଦାୟ ୮ଟି ବଚ୍ଛା ବଛା ଦଳ ଅଂଶ ଗ୍ରହଣ କରିଥିଲେ। ଆଜିର ଫାଇନାଲ ମ୍ୟାଚ ରେ ଏମଏସସିସି ବିରତୋଇ ବନାମ ଏମବିସିସି ମଳିପଡ଼ା ମଧରେ ହେଇଥିଲା।ପ୍ରଥମେ ବ୍ୟାଟିଂ […]

ରାଜ୍ୟ ଶିକ୍ଷା

ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ପକ୍ଷରୁ ରାମେଶ୍ବର ସ୍କୁଲରେ ବାର୍ଷିକ ଉତ୍ସବ

  • January 26, 2026
  • 0 Comments

ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ପକ୍ଷରୁ ରାମେଶ୍ବର ସ୍କୁଲରେ ବାର୍ଷିକ ଉତ୍ସବ ନିରାକାରପୁର ୨୬/୦୧( ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଦିବଙ୍ଗତ ଶିକ୍ଷକ ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଟାଙ୍ଗୀ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର […]

Wazbee Casino co musisz wiedzieć przed rejestracją

  • January 26, 2026
  • 0 Comments

Wazbee Casino to nowa platforma, która zyskuje popularność na rynku gier online. Przed rejestracją warto zapoznać się z kilkoma kluczowymi informacjami, aby podjąć świadomą decyzję. Warto zwrócić uwagę na oferowane przez nią bonusy, dostępność gier oraz reputację wśród graczy. Dla szybkiego dostępu do platformy, kliknij wazbee. Bezpieczeństwo i licencjonowanie Wazbee Casino działa pod odpowiednią licencją, […]

Jak walczyć z uzależnieniem grając w Vegasino Casino?

  • January 24, 2026
  • 0 Comments

Uzależnienie od gier hazardowych to poważny problem, z którym zmaga się wiele osób. vegasinocasino-pl.com zapewnia nie tylko rozrywkę, ale także narzędzia służące do walki z uzależnieniem. Dzięki różnym programom i funkcjom, użytkownicy mogą podejmować mądrzejsze decyzje i chronić się przed nadmiernym hazardem. Bezpieczeństwo i odpowiedzialna gra Vegasino Casino przywiązuje dużą wagę do bezpieczeństwa i odpowiedzialnej […]

ରାଜ୍ୟ

ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ 

  • January 22, 2026
  • 0 Comments

ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ  ନିରାକାରପୁର,୨୧/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେବିଜି (ଝାଟିନୁଆଗାଁ, ବାଲିପାଟ୍ଟପୁରୁ, ଗୋବର୍ଦ୍ଧନପୁର )କଲୋନୀ ଠାରେ ଆଜି ଗ୍ରାମ୍ୟ କମିଟି ଦ୍ୱାରା ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଏକ ଭକ୍ତି ମୟ ପରିବେଶ ମଧ୍ୟରେ ମହା ଆଡମ୍ବର ରେ ଉଦ୍ଧାଘାଟିତ ହୋଇ ଯାଇଅଛି ।ମହୋତ୍ସବ ର ପ୍ରାରମ୍ଭ ରେ ଟାଙ୍ଗୀ ବ୍ଲକ ର ୭ ଗୋଟି ପଞ୍ଚାୟତ ର ହଜାର ହଜାର […]

ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ 

  • January 21, 2026
  • 0 Comments

ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ ନିରାକାରପୁର,୨୧/୧: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେବିଜି (ଝାଟିନୁଆଗାଁ, ବାଲିପାଟ୍ଟପୁରୁ, ଗୋବର୍ଦ୍ଧନପୁର )କଲୋନୀ ଠାରେ ଆଜି ଗ୍ରାମ୍ୟ କମିଟି ଦ୍ୱାରା ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଏକ ଭକ୍ତି ମୟ ପରିବେଶ ମଧ୍ୟରେ ମହା ଆଡମ୍ବର ରେ ଉଦ୍ଧାଘାଟିତ ହୋଇ ଯାଇଅଛି ।ମହୋତ୍ସବ ର ପ୍ରାରମ୍ଭ ରେ ଟାଙ୍ଗୀ ବ୍ଲକ ର ୭ ଗୋଟି ପଞ୍ଚାୟତ ର ହଜାର ହଜାର ଶ୍ରଦ୍ଧାଳୁ ସ୍ଥାନୀୟ […]

ରାଜ୍ୟ ଶିକ୍ଷା

ଉଚ୍ଚସ୍ତରୀୟ କମିଟିକୁ କଲେଜ ଲାଇବ୍ରେରୀଆନ ସଂଘ ପକ୍ଷରୁ ଦାବିପତ୍ର  

  • January 21, 2026
  • 0 Comments

ଉଚ୍ଚସ୍ତରୀୟ କମିଟିକୁ କଲେଜ ଲାଇବ୍ରେରୀଆନ ସଂଘ ପକ୍ଷରୁ ଦାବିପତ୍ର  ଭୁବନେଶ୍ବର, ୨୧/୧(ସମ୍ବାଦ ଓଡ଼ିଶା): ଶିକ୍ଷା ଓ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ସହିତ କଲେଜ ଲାଇବ୍ରେରୀଆନ ସଂଘର କର୍ମକର୍ତ୍ତାମାନେ ବୁଧବାର ସାକ୍ଷାତ କରି ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଗ୍ରାଣ୍ଟ-ଇନ୍-ଅର୍ଡର ୨୦୧୭ ଅନୁଯାୟୀ ଜିଆଇଏ ଦରମା ପ୍ରାପ୍ତି ପରେ ଲାଇବ୍ରେରିଆନମାନଙ୍କୁ ସେବା ସର୍ତ୍ତାବଳୀ ଏବଂ ଅବସରକାଳୀନ ସୁବିଧା କାର୍ଯ୍ୟକାରୀ […]

Jak amortyzować straty w Lamabet Casino?

  • January 21, 2026
  • 0 Comments

W dzisiejszych czasach wiele osób korzysta z internetowych kasyn, takich jak lamabet, aby spróbować swojego szczęścia. Mimo że gra w kasynach online może być emocjonującym doświadczeniem, wiąże się również z ryzykiem utraty pieniędzy. W związku z tym warto zastanowić się, jak amortyzować straty w takich platformach, aby cieszyć się grą, minimalizując ryzyko finansowe. Planowanie B […]