ପାଦୁକାଇ ମନ୍ଦିର ହୁଣ୍ଡି ଭଙ୍ଗା ଘଟଣା: ଦୁଇ ଚୋର ଗିରଫ, ଦାନ ଅର୍ଥ ଉଦ୍ଧାର
ପାଦୁକାଇ ମନ୍ଦିର ହୁଣ୍ଡି ଭଙ୍ଗା ଘଟଣା: ଦୁଇ ଚୋର ଗିରଫ, ଦାନ ଅର୍ଥ ଉଦ୍ଧାର ନିରାକାରପୁର,୨୦/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ମା ପାଦୁକାଇ ଠାକୁରାଣୀଙ୍କ ହୁଣ୍ଡି ଗତ ୧୮ ତାରିଖ ରାତିରେ ଭାଙ୍ଗି ଦାନ ଅର୍ଥ କିଛି ଦୁବୃର୍ତ୍ତ ଚୋରି କରି ନେଇଥିବା ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ୧୭୦୦ ଟଙ୍କା ଉଦ୍ଧାର […]








