Sambad Odisha

ଖେଳ ରାଜ୍ୟ

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

  • January 13, 2026
  • 0 Comments

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ଏକ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପ୍ରେରଣା ଯୋଗାଏ ନିରାକାରପୁର,୧୩/୧: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶକ୍ତି ପ୍ରିୟା ସାହୁ ସଭାପତିତ୍ବ କରିଥିବାବେଳେ କ୍ରୀଡା ଶିକ୍ଷୟତ୍ରୀ ସୁନୀତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ […]

କୃଷି ରାଜ୍ୟ

ଟୋକନ କୁ ନେଇ ଦହଗଞ୍ଜ ରେ ଚାଷୀ 

  • January 13, 2026
  • 0 Comments

ଟୋକନ କୁ ନେଇ ଦହଗଞ୍ଜ ରେ ଚାଷୀ (ମଣ୍ଡି ଆରମ୍ଭ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ ଟୋକନ ଆସିନାହିଁ )  ସୋଟେଲାଇଟ୍ ସର୍ଭେ ବିଳମ୍ବ ହେବାରୁ ଟୋକନ ଆସିବାରେ ବିଳମ୍ବ ହୋଇଛି ! ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରେ ଚଳିତ ବର୍ଷ ୧୪ ଟି ସମିତି ଧାନ କିଣା କାର୍ଯ୍ୟ ରେ ନିଯୁକ୍ତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକ୍ ର ତୁମୁରପୁଟ ସେବା ସମବାୟ ସମିତି ଦ୍ବାରା ଚଳିତ […]

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ ବାଣିଜ୍ୟ ବ୍ୟବସାୟ ରାଜ୍ୟ

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ

  • January 13, 2026
  • 0 Comments

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ବଡପୋଖରୀଆ ମା ଉଗ୍ରତାରା ପେଟ୍ରୋଲ ଟାଙ୍କିରେ ଗେଲ ଇଣ୍ଡିଆ ଓ ଏଚପିସିଏଲ ମିଳିତ ସହଯୋଗ ରେ ବଡପୋଖରୀଆ ପେଟ୍ରୋଲ ଟାଙ୍କିରେ ସିଏନଜି ଟାଙ୍କିର ଶୁଭ ଉଦଘାଟନ କରାଯାଇଛି। ସିଏନଜି ଟାଙ୍କି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ଗେଲ ଇଣ୍ଡିଆର ଓଡିଶା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଚ୍ କେ ଗର୍ଗ ଓ ମୂଖ୍ୟ ପରିଚାଳକ କୈ।ସି ଦାଶ ଓ […]

Jak zarejestrować się w Pistolo Casino?

  • January 12, 2026
  • 0 Comments

Rejestracja w pistolo kasyno polska to proces, który otwiera przed graczami szereg możliwości rozrywki online. Platforma ta wyróżnia się nie tylko bogatą ofertą gier, ale również przyjaznym dla użytkownika procesem zakupu, co czyni ją idealnym wyborem zarówno dla nowicjuszy, jak i doświadczonych graczy. W poniższym przewodniku przedstawimy krok po kroku, jak zarejestrować się w Pistolo […]

Zalety Slot City Casino – co je wyróżnia?

  • January 12, 2026
  • 0 Comments

Slot City Casino to nowoczesna platforma hazardowa, która wyróżnia się na rynku dzięki swoim unikalnym cechom oraz atrakcyjnym ofertom dla graczy. Wśród licznych opcji dostępnych w branży, kasyno slot city przyciąga uwagę różnorodnością gier, wysoką jakością obsługi oraz bezpieczeństwem użytkowników. Warto przyjrzeć się, co sprawia, że ta platforma jest tak atrakcyjna dla odwiedzających. Bezpieczeństwo i […]

ରାଜ୍ୟ ଶିକ୍ଷା ସ୍ପେଶାଲ

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ

  • January 12, 2026
  • 0 Comments

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ ଖୋର୍ଦ୍ଧା,୧୨/୧( ସମ୍ବାଦ ଓଡ଼ିଶା) : ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର, କାଇପଦର୍ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଓ ଯୁବଦିବସ ଅବସରରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ସଭାର ପ୍ରାରମ୍ଭରୁ ଅଧ୍ୟାପକ ଶ୍ରୀଯୁକ୍ତ ମାନସ କୁମାର ଜୟସିଂହଙ୍କ ନିର୍ଦ୍ଦେଶନାରେ ପୂର୍ବରୁ […]

ରାଜ୍ୟ

ପଲ୍ଲୀରେ ପ୍ରଶାସନ: ଓଳସିଂହରେ ବେଆଇନ ପଥର ଖଣି ବନ୍ଦ ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ଅବ୍ୟବସ୍ଥା ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବିପତ୍ର

  • January 12, 2026
  • 0 Comments

ପଲ୍ଲୀରେ ପ୍ରଶାସନ: ଓଳସିଂହରେ ବେଆଇନ ପଥର ଖଣି ବନ୍ଦ ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି , ଅବ୍ୟବସ୍ଥା ସ୍ବାସ୍ଥ୍ୟ ସେବା ସଂପର୍କରେ ଦାବିପତ୍ର ଖୋର୍ଦ୍ଧା,୧୨/୧(ସମ୍ବାଦ ଓଡ଼ିଶା): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ପଂଚାୟତବାସୀଙ୍କ ତରଫରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗ ହୋଇଥିବା ଜଣାପଡିଛି। ଓଳସିଂହ ଗ୍ରାମର ନୟାକୋଟ ମୌଜା ଅଞ୍ଚଳରେ ବେଆଇନ ଭାବରେ ଖଣି […]

କୃଷି ରାଜ୍ୟ ସ୍ପେଶାଲ

ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ ।

  • January 12, 2026
  • 0 Comments

ମୃତ୍ତିକା ଓ ଜଳ ବିନା ଜୀବଜଗତ ଅସମ୍ଭବ ।   ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ । ଖୋର୍ଦ୍ଧା, ୧ ୨।୧( ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ରବିବାର ଦିନ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର […]

ବାଣିଜ୍ୟ ରାଜ୍ୟ

ଯୁବ ଟେକ୍ ଉଦ୍ୟମୀଙ୍କ ଜାତୀୟ ସମ୍ମାନ: କ୍ରିଉଟୋର ଯୁବ ସ୍ଥାପକ ଏବଂ ସିଇଓ ନିହାର ରଞ୍ଜନ ରାଉତଙ୍କୁ ‘ଦେଶ ରତ୍ନ ସମ୍ମାନ ୨୦୨୫’

  • January 11, 2026
  • 0 Comments

ଯୁବ ଟେକ୍ ଉଦ୍ୟମୀଙ୍କ ଜାତୀୟ ସମ୍ମାନ: କ୍ରିଉଟୋର ଯୁବ ସ୍ଥାପକ ଏବଂ ସିଇଓ ନିହାର ରଞ୍ଜନ ରାଉତଙ୍କୁ ‘ଦେଶ ରତ୍ନ ସମ୍ମାନ ୨୦୨୫’ ଭୁବନେଶ୍ୱର ୧୧/୧( ସମ୍ବାଦ ଓଡ଼ିଶା): ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ଯୁବ ନେତୃତ୍ୱ, ନୂଆ ଚିନ୍ତାଧାରା ଏବଂ ଦେଶ ଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିଉଟୋ ର ଯୁବ ସ୍ଥାପକ ଏବଂ ପ୍ରଧାନ କର୍ମକର୍ତ୍ତା ନିହାର ରଞ୍ଜନ ରାଉତଙ୍କୁ ପ୍ରତିଷ୍ଠିତ ‘ଦେଶ ରତ୍ନ ସମ୍ମାନ ୨୦୨୫’ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଉତ୍ତର ପ୍ରଦେଶ ସରକାରଙ୍କ […]