ବାଇକ ଉଦ୍ଧାର, ଚୋରା ଗିରଫ: ବାଇକ ଫେରି ପାଇଲେ ମାଲିକ
ବାଇକ ଉଦ୍ଧାର, ଚୋରା ଗିରଫ: ବାଇକ ଫେରି ପାଇଲେ ମାଲିକ ନିରାକାରପୁର,୨୪/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ କେସ ନଂ ୨୩/ ୨୧/୧/୨୬ ର ଅନୁସନ୍ଧାନ କରି ଆଜି ଜଣେ ବାଇକ ଚୋର କୁ ଗିରଫ କରିଥିବାବେଳେ ଗୋଟିଏ ବାଇକ ଉଦ୍ଧାର କରି ତାର ପ୍ରକୃତ ମାଲିକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଥାନା ଏସ ଆଇ ଦୀପଳିଶା ନାୟକ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା କଡବ ଦେଉଳି ଗ୍ରାମର […]









