କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ: ୩ ଘଣ୍ଟା କାଳ ନୟାଗଡ଼-ପୁରୀ ରୋଡ୍ ଠପ୍, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା
କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ: ୩ ଘଣ୍ଟା କାଳ ନୟାଗଡ଼-ପୁରୀ ରୋଡ୍ ଠପ୍, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ଖୋର୍ଦ୍ଧା,୧୭/୪( ସମ୍ବାଦ ଓଡ଼ିଶା):ପ୍ରଶାସନିକ ପ୍ରତିଶ୍ରୁତି ପରେ ଶେଷରେ ହଟିଛି ରାସ୍ତା ଅବରୋଧ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନା ଥମିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଅଞ୍ଚଳରେ ହାତୀ ସମସ୍ୟାର ସ୍ଥାୟୀ […]









