ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ
ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ ନିରାକାରପୁର୯/୪( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନରୁ ୪ ମାସର ଶିଶୁପୁତ୍ର ନିଖୋଜ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାପ ସମ୍ପର୍କକୁ ଲୁଚାଇବା ସହ ଶାଳୀଙ୍କ ଠାରୁ ଦୂରେଇ ଯିବା ପାଇଁ ନିଜ ଶିଶୁପୁତ୍ରକୁ ଅପହରଣ କରିବାକୁ ଯୋଜନା କରିଥିଲା ଜନ୍ମକଲା ବାପା। ତେବେ ଖୋର୍ଦ୍ଧା […]





