Sambad Odisha

ରାଜ୍ୟ ଶିକ୍ଷା

ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • December 21, 2025
  • 0 Comments

ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ନିରାକାରପୁର, ୨୦/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶିକ୍ଷା ବିକାଶ ସମିତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟଅତିଥୂ ଭାବେ ରାଜ୍ୟ ଶିଶୁ ମନ୍ଦିର ସମ୍ଭାଗ ସଭାପତି କୁଳମଣି ମିଶ୍ର ଯୋଗ ଦେଇ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ପାଟ୍ଟଶାଣୀ। ପରିଚାଳନା ସମିତିର ସଭାପତି […]

ଖେଳ ରାଜ୍ୟ ଶିକ୍ଷା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ଯାପିତ

  • December 21, 2025
  • 0 Comments

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ଯାପିତ ଖୋର୍ଦ୍ଧା: ୨୧/୧୨( ସମ୍ବାଦ ଓଡ଼ିଶା): ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଗ୍ରାମର ଠାକୁରାଣୀ ମା ମଙ୍ଗଳାଙ୍କ ପୀଠରୁ ଗ୍ରାମର ସରପଞ୍ଚ ଶ୍ରୀମତି ନଳିନୀ ଅରିସଲଙ୍କ ଉପସ୍ଥିତିରେ କ୍ରୀଡ଼ା ମଶାଲ ପ୍ରଜ୍ଜ୍ୱଳନ କରି ଆରମ୍ଭ ହୋଇଥିବା କ୍ରୀଡ଼ା ଉତ୍ସଵ ଉଦ୍ଯାପିତ ହୋଇ ଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ମାର୍ଥା ମୁଖ୍ୟ […]

ରାଜ୍ୟ ଶିକ୍ଷା

ଟାଙ୍କୋଳ ସରକାରୀ ବିଦ୍ୟାଳୟର ୫୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

  • December 20, 2025
  • 0 Comments

ଟାଙ୍କୋଳ ସରକାରୀ ବିଦ୍ୟାଳୟର ୫୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଖୋର୍ଦ୍ଧା,୨୦/୧୨( ସମ୍ବାଦ ଓଡ଼ିଶା, ହିମାଂଶୁ ଭୁଷଣ ଚମ୍ପତିରାୟ)ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୫୧ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ଏସ ଏମ୍ ସି ସଭାପତି ଭାଗିରଥି ବେହେରା ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବନ କୁମାର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ଏଥିରେ […]

ରାଜ୍ୟ

ବରିଷ୍ଠ ଭୂତପୁର୍ବ ସୈନୀକଙ୍କ ଅକାଳ ବିୟୋଗ

  • December 18, 2025
  • 0 Comments

ବରିଷ୍ଠ ଭୂତପୁର୍ବ ସୈନୀକଙ୍କ ଅକାଳ ବିୟୋଗ ନିରାକାରପୁର,୧୮/୧୨(ସମ୍ବାଦ ଓଡ଼ିଶା): କଳିଙ୍ଗ ଭେଟରାନ ଆସୋସିଏସନ, ଜଙ୍କିଆ, ଖୋର୍ଦ୍ଧାର ବରିଷ୍ଠ ସଦସ୍ୟ ଭେଟରାନ ରବୀନ୍ଦ୍ର କୁମାର ରାଉତରାୟଙ୍କର ୬୪ବର୍ଷ ବୟସରେ ଆଜି ୧୮ ଡିସେମ୍ବର ୨୦୨୫ ରିଖ ଗୁରୁବାର ସକାଳ ଆଠ ଘଣ୍ଟିକା ସମୟରେ କଟକ ବଡ ମେଡିକାଲରେ ହୃଦଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଭାରତୀୟ ସେନାର କୋର ଅଫ ଅର୍ଟିଲାରୀରେ ପନ୍ଦର ବର୍ଷ ଭାରତ ମାତାର ସେବା କରି ସେବା ନିବୃତ ହୋଇ ଆସିଥିଲେ ଓ […]

ଖେଳ ରାଜ୍ୟ ଶିକ୍ଷା

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

  • December 18, 2025
  • 0 Comments

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ଖୋର୍ଦ୍ଧା,୧୮/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ “ବାର୍ଷିକ କ୍ରୀଡା ଉତ୍ସବ” ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବସମାଜର ଏକାଗ୍ରତାରେ କ୍ରୀଡ଼ାର ଗୁରୁତ୍ଵ ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଏହି ତ୍ରିଦିବସୀୟ କ୍ରୀଡା ଉତ୍ସଵର […]

ରାଜ୍ୟ

ଅବସରପ୍ରାପ୍ତ ସାମରିକ କର୍ମଚାରୀ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ଶୋକ ସଭା

  • December 18, 2025
  • 0 Comments

ଅବସରପ୍ରାପ୍ତ ସାମରିକ କର୍ମଚାରୀ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ଶୋକ ସଭା ନିରାକାରପୁର,୧୮/୧୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ତଥା ଶାଖା ସଂଘ ସଭ୍ୟ ସ୍ବର୍ଗତ ରବି ନାରାୟଣ ରାଉତରାୟଙ୍କ ପାଇଁ ଆଜି ସ୍ଥାନୀୟ ସଖା ସଂଘ କ୍ରୀଡା ସଂସଦ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ରାଉତରାୟଙ୍କର ଆଜି ହଠାତ୍ ହୃଦଘାତ ରେ କଟକ ମେଡ଼ିକାଲରେ ପରଲୋକ ଘଟିଛି । ଅନୁଷ୍ଠିତ ଶୋକ ସଭାରେ ସଂସଦ ସଭାପତି […]

ଖେଳ ରାଜ୍ୟ

ସଙ୍କୁଳସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

  • December 18, 2025
  • 0 Comments

ସଙ୍କୁଳସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ   ସୁସ୍ଥ ଓ ନିରୋଗ ଜୀବନଯାପନ ସହିତ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରେ କ୍ରୀଡା ନିରାକାରପୁର,୧୮/୧୨ (ସମ୍ବାଦ ଓଡ଼ିଶା): କ୍ରୀଡା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ସୁସ୍ଥ ଓ ନିରୋଗ ଜୀବନଯାପନ ସହିତ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ କ୍ରୀଡା ଏକ ମାଧ୍ୟମ ବୋଲି ଆଜି ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଖେଳ ପଡିଆରେ ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ଵାରା […]

ଖେଳ ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାରର ତ୍ରିଂଶତମ ବାର୍ଷିକ କ୍ରୀଡା ଉତ୍ସଵ

  • December 18, 2025
  • 0 Comments

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାରର ତ୍ରିଂଶତମ ବାର୍ଷିକ କ୍ରୀଡା ଉତ୍ସଵ ନିରାକାରପୁର, ୧୮/୧୨(ସମ୍ବାଦ ଓଡ଼ିଶା ):ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟ ବିହାର, ନିରାକାରପୁରର ତ୍ରିଂଶତମ ବିଦ୍ୟାଳୟସ୍ତରୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଯାହାକି ଗତ ତିନିଦିନ ବ୍ୟାପି କ୍ଷେତ୍ରବାସୀ ଡିଏଭି କ୍ରିଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ଏ ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ସାହୁ, ମଣ୍ଡଳ ଶିକ୍ଷା ଅଧିକାରୀ, ଟାଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ରବିନ୍ଦ୍ର କୁମାର ମଲ୍ଲିକ, ଶାଖା ପରିଚାଳକ,ବରୋଦା […]

ରାଜ୍ୟ

गोडीपाड़ा टोल प्लाजा पर सड़क सुरक्षा जागरूकता कार्यक्रम, रेट्रो रिफ्लेक्टिव रिबन इंस्टॉलेशन 

  • December 17, 2025
  • 0 Comments

गोडीपाड़ा टोल प्लाजा पर सड़क सुरक्षा जागरूकता कार्यक्रम, रेट्रो रिफ्लेक्टिव रिबन इंस्टॉलेशन  भुवनेश्वर, 17/12( संबाद ओडिशा, हिमांशु भूषण चम्पतिराय): एक सड़क सुरक्षा जागरूकता और रेट्रो रिफ्लेक्टिव टेप वाहनों के पीछे इंस्टॉलेशन प्रोग्राम आयोजन गोडीपाड़ा के टोल प्लाजा पर किया गया था।दो दिनों के लिए खुर्दा जिले गोडीपाड़ा में आयोजित इस कार्यक्रम में भाग लिया जाएगा।स्काईअलार्क […]

ବ୍ୟବସାୟ ରାଜ୍ୟ

Retro reflective ribbons installed at Godipada Toll Plaza to create road safety awareness Programme

  • December 17, 2025
  • 0 Comments

Retro reflective ribbons installed at Godipada Toll Plaza to create road safety awareness Programme Bhubaneswar, 17/12( Sambad odisha, Himansu Bhusan Champatiray): A road safety awareness and retro reflective tape installation programme on the back of vehicles was held at the Toll Plaza in Godipada Khordha district for two days. In this program organized by Skyalark […]