Sambad Odisha

କୃଷି ବାଣିଜ୍ୟ ରାଜ୍ୟ

କଂପୁର ସେବା ସବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ: ଉଠିଲା ୮ ଚାଷୀଙ୍କ ୧୬୪.୯୮ କ୍ଵିଣ୍ଟାଲ ଧାନ

  • January 16, 2026
  • 0 Comments

କଂପୁର ସେବା ସବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ: ଉଠିଲା ୮ ଚାଷୀଙ୍କ ୧୬୪.୯୮ କ୍ଵିଣ୍ଟାଲ ଧାନ ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କଂପୁର ସେବା ସବାୟ ସମିତି ରେ ସମିତି ର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ,ସରପଞ୍ଚ ଶ୍ରୀମତୀ ସୋନାଲି ଶ୍ରୀଚନ୍ଦନ ,ସମିତି ର ପୂର୍ବ ତନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ହରିଚନ୍ଦନ ଓ ବରିଷ୍ଠ ଚାଷୀ ମାନଙ୍କ ଉପସ୍ଥିତି ରେ ଚଳିତ ୨୦୨୫-୨୬ ଖରିଫ ଧାନ ମଣ୍ଡି ର […]

ରାଜନୀତି ରାଜ୍ୟ

ବରିଷ୍ଠ ରାଜନେତା ସ୍ବର୍ଗତ ସର୍ବେଶ୍ଵର ବରିସଲଙ୍କ ଶ୍ରଦ୍ଧାଞ୍ଜଳୀ ସଭା

  • January 15, 2026
  • 0 Comments

ବରିଷ୍ଠ ରାଜନେତା ସ୍ବର୍ଗତ ସର୍ବେଶ୍ଵର ବରିସଲଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା,୧୫/୧(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ଓରବରସିଂ ଗ୍ରାମର ସ୍ବର୍ଗତ ସର୍ବେଶ୍ଵର ବରିସଲ ଏକାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ସରଳ ହୃଦୟର , ନମ୍ର ସ୍ଵଭାବର ବ୍ୟକ୍ରିଥିଲେ ବୋଲି ଉପସ୍ଥିତ ସମସ୍ତ ଶୁଭେଚ୍ଛୁ ମାନେ ମତ ପୋଷଣ କରିଥିଲେ। ସେ ତାଙ୍କର ରାଜନୀତି କଂଗ୍ରେସରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରି ଗୋଟିଏ ଦଳରେ ରହି ଶେଷ ନିଶ୍ୱାସ ତ୍ୟାଗ […]

ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ

  • January 15, 2026
  • 0 Comments

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ ନିରାକାରପୁର ତା ,୧୫/୧(ସମ୍ବାଦ ଓଡ଼ିଶା): ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ଆର୍ଯ୍ୟବିହାର, ନିରାକାରପୁର ପରିସରରେ ତୃତୀୟ ଓ ପଞ୍ଚମ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୩ୟ ବୃତ୍ତି ପରୀକ୍ଷାରେ ଆରାଧ୍ୟା ବେହେରା, ଦିପଙ୍କର ମିଶ୍ର,ଅର୍ପିତା ଦାଶ ଓ ୫ମ ବୃତ୍ତି ପରୀକ୍ଷାରେ ସାଇ ଶ୍ରେୟାଂଶୀ ଦାସ, ପ୍ରିୟାଂଶୀ ପାଇକରାୟ ଟାଙ୍ଗୀ ବ୍ଲକ ସ୍ତରରେ କୃତିତ୍ଵ ଅର୍ଜନ କରି […]

ରାଜ୍ୟ ଶିକ୍ଷା

ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ । ସ୍ମରଣିକା କଲ୍ୟାଣୀ ଶୁଭ ଉନ୍ମୋଚନ 

  • January 14, 2026
  • 0 Comments

ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ । ସ୍ମରଣିକା କଲ୍ୟାଣୀ ଶୁଭ ଉନ୍ମୋଚନ  ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା, ହିମାଂଶୁ ଭୁଷଣ ଚମ୍ପତିରାୟ):ଖୋର୍ଦ୍ଧା ଜିଲ୍ଲା ମଳିପଡାସ୍ଥିତ ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମୁଖ୍ୟବକ୍ତା ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ, ସମ୍ମାନିତ ଭାବେ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ଯକ୍ଷା ରୁପଶ୍ରୀରାଣୀ […]

ଖେଳ ରାଜ୍ୟ

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

  • January 13, 2026
  • 0 Comments

ରାମେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ଏକ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପ୍ରେରଣା ଯୋଗାଏ ନିରାକାରପୁର,୧୩/୧: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶକ୍ତି ପ୍ରିୟା ସାହୁ ସଭାପତିତ୍ବ କରିଥିବାବେଳେ କ୍ରୀଡା ଶିକ୍ଷୟତ୍ରୀ ସୁନୀତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ […]

କୃଷି ରାଜ୍ୟ

ଟୋକନ କୁ ନେଇ ଦହଗଞ୍ଜ ରେ ଚାଷୀ 

  • January 13, 2026
  • 0 Comments

ଟୋକନ କୁ ନେଇ ଦହଗଞ୍ଜ ରେ ଚାଷୀ (ମଣ୍ଡି ଆରମ୍ଭ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ ଟୋକନ ଆସିନାହିଁ )  ସୋଟେଲାଇଟ୍ ସର୍ଭେ ବିଳମ୍ବ ହେବାରୁ ଟୋକନ ଆସିବାରେ ବିଳମ୍ବ ହୋଇଛି ! ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରେ ଚଳିତ ବର୍ଷ ୧୪ ଟି ସମିତି ଧାନ କିଣା କାର୍ଯ୍ୟ ରେ ନିଯୁକ୍ତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ର ବାଣପୁର ବ୍ଲକ୍ ର ତୁମୁରପୁଟ ସେବା ସମବାୟ ସମିତି ଦ୍ବାରା ଚଳିତ […]

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ ବାଣିଜ୍ୟ ବ୍ୟବସାୟ ରାଜ୍ୟ

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ

  • January 13, 2026
  • 0 Comments

ବଡପୋଖରୀଆରେ ଗେଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ସିଏନଜି ଟାଙ୍କି ଉଦଘାଟିତ ଖୋର୍ଦ୍ଧା,୧୩/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ବଡପୋଖରୀଆ ମା ଉଗ୍ରତାରା ପେଟ୍ରୋଲ ଟାଙ୍କିରେ ଗେଲ ଇଣ୍ଡିଆ ଓ ଏଚପିସିଏଲ ମିଳିତ ସହଯୋଗ ରେ ବଡପୋଖରୀଆ ପେଟ୍ରୋଲ ଟାଙ୍କିରେ ସିଏନଜି ଟାଙ୍କିର ଶୁଭ ଉଦଘାଟନ କରାଯାଇଛି। ସିଏନଜି ଟାଙ୍କି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ଗେଲ ଇଣ୍ଡିଆର ଓଡିଶା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଚ୍ କେ ଗର୍ଗ ଓ ମୂଖ୍ୟ ପରିଚାଳକ କୈ।ସି ଦାଶ ଓ […]

Jak zarejestrować się w Pistolo Casino?

  • January 12, 2026
  • 0 Comments

Rejestracja w pistolo kasyno polska to proces, który otwiera przed graczami szereg możliwości rozrywki online. Platforma ta wyróżnia się nie tylko bogatą ofertą gier, ale również przyjaznym dla użytkownika procesem zakupu, co czyni ją idealnym wyborem zarówno dla nowicjuszy, jak i doświadczonych graczy. W poniższym przewodniku przedstawimy krok po kroku, jak zarejestrować się w Pistolo […]

Zalety Slot City Casino – co je wyróżnia?

  • January 12, 2026
  • 0 Comments

Slot City Casino to nowoczesna platforma hazardowa, która wyróżnia się na rynku dzięki swoim unikalnym cechom oraz atrakcyjnym ofertom dla graczy. Wśród licznych opcji dostępnych w branży, kasyno slot city przyciąga uwagę różnorodnością gier, wysoką jakością obsługi oraz bezpieczeństwem użytkowników. Warto przyjrzeć się, co sprawia, że ta platforma jest tak atrakcyjna dla odwiedzających. Bezpieczeństwo i […]

ରାଜ୍ୟ ଶିକ୍ଷା ସ୍ପେଶାଲ

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ

  • January 12, 2026
  • 0 Comments

ଶ୍ରୀ ଜଗନ୍ନାଥଙ୍କ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେମାତରମ୍ ର ଶହେ ପଚାଶ ବର୍ଷ ପୂର୍ତ୍ତି ଓ ଯୁବ ଦିବସ ଅନୁଷ୍ଠିତ ଖୋର୍ଦ୍ଧା,୧୨/୧( ସମ୍ବାଦ ଓଡ଼ିଶା) : ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର, କାଇପଦର୍ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଓ ଯୁବଦିବସ ଅବସରରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ସଭାର ପ୍ରାରମ୍ଭରୁ ଅଧ୍ୟାପକ ଶ୍ରୀଯୁକ୍ତ ମାନସ କୁମାର ଜୟସିଂହଙ୍କ ନିର୍ଦ୍ଦେଶନାରେ ପୂର୍ବରୁ […]