ଟାଙ୍କୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ
ଟାଙ୍କୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ ନିରାକାରପୁର,୨୭/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ର ଚତୁର୍ଦ୍ଦଶତମ ସାମ୍ବତ୍ସରିକ ଉତ୍ସବ ୨୦୨୬ ପାଳନ ହୋଇ ଯାଇଛି ।ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗନ୍ଧର୍ବସେନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ମୁଖ୍ୟବକ୍ତା ଡ. ଭୋବନି ସାହୁ, ସମ୍ମାନିତ ଅତିଥ୍ ପ୍ରଶାନ୍ତ କୁମାର ମହାପାତ୍ର, ବିଷ୍ଣୁଚରଣ ସାହୁ, ଦୁଃଶାସନ ବଳବନ୍ତରାୟ ମଞ୍ଚମଣ୍ଡନ କରିଥିଲେ । ପ୍ରଧାନ […]






