Sambad Odisha

Czy Rabona Casino to najlepszy wybór online?

  • February 7, 2026
  • 0 Comments

Czy kasyno rabona to najlepszy wybór w świecie gier online? Ten nowoczesny portal stawia na jakość i zróżnicowanie, przyciągając graczy różnymi elementami swojej oferty. Dzięki atrakcyjnemu interfejsowi, bogatemu katalogowi gier oraz konkurencyjnym bonusom, Rabona Casino zyskuje coraz większą popularność na polskim rynku i nie tylko. Różnorodność gier w ofercie Rabona Casino szczyci się szerokim wyborem […]

ରାଜ୍ୟ ସ୍ପେଶାଲ

ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀଙ୍କ ପକ୍ଷରୁ ନୂଆଜଗନ୍ନାଥ ସଡ଼କ  ଅବରୋଧ।

  • February 7, 2026
  • 0 Comments

ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀଙ୍କ ପକ୍ଷରୁ ନୂଆଜଗନ୍ନାଥ ସଡ଼କ  ଅବରୋଧ। ଖୋର୍ଦ୍ଧା, ୭/୨( ସମ୍ବାଦ ଓଡ଼ିଶା):ଗତ ବିଳମ୍ବିତ ରାତ୍ରିରେ ନିଜର କର୍ମ ସାରି ଘରକୁ ଫେରିଲା ବେଳକୁ ଦନ୍ତା ହାବୁଡ଼ରେ ପଡି ବିଦ୍ୟୁତ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମିସ୍ତ୍ରୀ ଜଣକ ହେଉଛନ୍ତି ସିକୋ ଫାଣ୍ଡି ଖଡ଼ି ପଦର ଗ୍ରାମର ଶଙ୍କର ରାଉତରାୟ ଓରଫ ହାବୁଲା (୪୦ )ବୋଲି ସୂଚନା ମିଳୁଛି। ସ୍ଥାନୀୟବାସୀଙ୍କ କହିବା କଥା ମୃତ ହାବୁଲା […]

ରାଜ୍ୟ ଶିକ୍ଷା

ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

  • February 5, 2026
  • 0 Comments

ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକାଗ୍ରତା ଛାତ୍ର ଛାତ୍ରୀଙ୍କୁ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚାଇବ ନିରାକାରପୁର,୫/୨(ସମ୍ବାଦ ଓଡ଼ିଶା) : ଉତ୍ତମ ପରିବେଶ  ଛାତ୍ର ଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରି ଏକ ଭଲ ମଣିଷ ଗଢିବାରେ ସହାୟ ହୁଏ। ଏକାଗ୍ରତା ଛାତ୍ର ଛାତ୍ରୀଙ୍କୁ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ ପହଞ୍ଚାଇବ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ଡମଣଭୂମି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନଶିକ୍ଷକ ଆଲୋକ ଚକ୍ରବର୍ତ୍ତୀ ଙ୍କ […]

ରାଜ୍ୟ ଶିକ୍ଷା

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବିଶ୍ଵ କର୍କଟ ଦିବସ

  • February 4, 2026
  • 0 Comments

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବିଶ୍ଵ କର୍କଟ ଦିବସ ଖୋର୍ଦ୍ଧା ୪/୨(ସମ୍ବାଦ ଓଡ଼ିଶା): ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ମହାବିଦ୍ୟାଳୟ ପରିସରରେ ବିଶ୍ଵ କର୍କଟ ଦିବସ ଉପଲକ୍ଷେ ସଂଖ୍ୟାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଡାକ୍ତର ପ୍ରିତିପର୍ଣ୍ଣା ଛୋଟରାୟ ଓ ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟ ଯୋଗଦେଇ କର୍କଟ […]

ରାଜ୍ୟ ଶିକ୍ଷା

ଜଂକିଆ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ

  • February 3, 2026
  • 0 Comments

ଜଂକିଆ ରାମକୃଷ୍ଣ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ ଲକ୍ଷ୍ୟ ନିର୍ଦ୍ଧିଷ୍ଟ ରହିଲେ ସଫଳତା ମିଳିବା କଷ୍ଟକର ନୁହେଁ ନିରାକାରପୁର,୩/୨: ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ସଫଳତାର ଶୀର୍ଷ ରେ ପହଞ୍ଚାଇବ ବୋଲି ଖୋର୍ଦ୍ଧା ଜିଲ୍ଲା ଜଂକିଆ ସ୍ଥିତ ରାମକୃଷ୍ଣ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ […]

ଖେଳ ରାଜ୍ୟ ଶିକ୍ଷା

ପଞ୍ଚାୟତ ସ୍ତରୀୟ ଅନ୍ତଃ ବିଦ୍ୟାଳୟ ବାର୍ଷିକ ଖେଳ ପ୍ରତିଯୋଗୀତା ୨୦୨୬

  • February 3, 2026
  • 0 Comments

ପଞ୍ଚାୟତ ସ୍ତରୀୟ ଅନ୍ତଃ ବିଦ୍ୟାଳୟ ବାର୍ଷିକ ଖେଳ ପ୍ରତିଯୋଗୀତା ୨୦୨୬ ନିରାକାରପୁର,୩/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଡିଆ ଗ୍ରାମ ପାଞ୍ଚାୟତ ସ୍ଥିତ କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ଦୁଇ ଦିନ ବ୍ୟାପୀ ତିନୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସବିତା ରଥ ମଶାଲ ଜାଳି ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ମଶାଲ ଶୋଭାଯାତ୍ରା ସମ୍ପୂର୍ଣ […]

ରାଜ୍ୟ ଶିକ୍ଷା

କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ପାନ

  • February 3, 2026
  • 0 Comments

କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ସମ୍ପାନ ‘ଓଡ଼ିଆ ଅସ୍ମିତା’ ସାଂପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ ( ପ୍ରାଚୀର ପତ୍ର ‘ ପ୍ରକୃତି ବାଣୀ ‘ ଲୋକାର୍ପିତ) ଖୋର୍ଦ୍ଧା,୩/୨(ସମ୍ବାଦ ଓଡ଼ିଶା): ଭାଷା,ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ରତା ଆମ ଅସ୍ମିତାର ପରିଚୟ ପ୍ରତିପାଦନ କରେ। ଜଗନ୍ନାଥ ସଂସ୍କୃତି ପାଇଁ ଆଜି ଆମ ଓଡିଶା ବିଶ୍ଵ ବିଦିତ ବୋଲି ଖୋର୍ଦ୍ଧା ଜିଲ୍ଲା କମାଗୁରୁ ସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ […]

ରାଜ୍ୟ ଶିକ୍ଷା

ନୂତନ ପାଠ୍ୟପୁସ୍ତକ ପ୍ରଶିକ୍ଷଣ ଶିବିର ୧ମ ପର୍ଯ୍ୟାୟ ଉଦଯାପିତ

  • February 2, 2026
  • 0 Comments

ନୂତନ ପାଠ୍ୟପୁସ୍ତକ ପ୍ରଶିକ୍ଷଣ ଶିବିର ୧ମ ପର୍ଯ୍ୟାୟ ଉଦଯାପିତ। ଖୋର୍ଦ୍ଧା,୨/୨(ସମ୍ବାଦ ଓଡ଼ିଶା):ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଟାଙ୍ଗି ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟାଙ୍ଗି ପରିସରରେ ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ୧ମ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ଓ ଶିକ୍ଷାଦାନ ସମ୍ପର୍କିତ ୧ମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ର ମୁଖ୍ୟ ଲକ୍ଷ୍ୟ […]

Bdm Casino – Jakie są dostępne metody płatności?

  • February 2, 2026
  • 0 Comments

Platforma bdm casino online zyskuje na popularności wśród entuzjastów gier hazardowych, oferując nie tylko różnorodne opcje rozrywki, ale także odpowiednią infrastrukturę do obsługi płatności. Wybór odpowiedniej metody płatności jest kluczowy dla użytkowników, którzy pragną zaoferować sobie komfortowe i bezpieczne transakcje. Dostępne metody płatności W bdm Casino gracze mogą korzystać z różnych metod płatności, które są […]

ସାହିତ୍ୟ ରତ୍ନ ସମ୍ମାନ ପାଇଲେ ଲଳିତ କବି ଆର୍ତ୍ତତ୍ରାଣ ସାହୁ

  • February 2, 2026
  • 0 Comments

ସାହିତ୍ୟ ରତ୍ନ ସମ୍ମାନ ପାଇଲେ ଲଳିତ କବି ଆର୍ତ୍ତତ୍ରାଣ ସାହୁ ନିରାକାରପୁର,୨/୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣାଶୁଣା ଲଳିତ କବି ଆର୍ତ୍ତତ୍ରାଣ ସାହୁଙ୍କୁ ସମ୍ମାନଜନକ ସାହିତ୍ୟ ରତ୍ନ ୨୦୨୬ ପୁରସ୍କାର ସାହିତ୍ୟ ସେବା କାଉନସିଲ ତରଫରୁ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସୂତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏକ ସୁତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ଲଳିତ କବି ଡ ଆର୍ତ୍ତତ୍ରାଣ ସାହୁଙ୍କୁ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ସାହିତ୍ୟ ସେବା […]