କମାଗୁରୁ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ତ୍ରୟୋବିଂଶତମ ବାର୍ଷିକ ଉତ୍ସବ
କମାଗୁରୁ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସମସ୍ତେ ଗୁରୁତ୍ବ ଦେବାର ଆବଶ୍ୟକତା ଖୋର୍ଦ୍ଧା,୨/୨(ସମ୍ବାଦ ଓଡ଼ିଶା): କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ସମାଜରେ ଜଣେ ଭଲ ମଣିଷ , ସୁ ନାଗରିକ ହେବାର ଆବଶ୍ୟକତା ରହିଛି। ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ଗଢିବାରେ ସହାୟତା କରେ। ଏହି ମଣିଷ ଗଢା କାରଖାନାରେ ଅଧ୍ୟୟନରତ କୁନି ଛାତ୍ରଛାତ୍ରୀଙ୍କୁ ଗୁରୁଜୀ ଗୁରୁମା ଯେଉଁ ରୂପ ଦେବାକୁ ଚେଷ୍ଟା କରିବେ […]





