ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ
ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଉଦଘାଟିତ ନିରାକାରପୁର,୨୧/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେବିଜି (ଝାଟିନୁଆଗାଁ, ବାଲିପାଟ୍ଟପୁରୁ, ଗୋବର୍ଦ୍ଧନପୁର )କଲୋନୀ ଠାରେ ଆଜି ଗ୍ରାମ୍ୟ କମିଟି ଦ୍ୱାରା ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ଶ୍ରୀ ରାଧାଗୋବିନ୍ଦ ମହୋତ୍ସବ ଏକ ଭକ୍ତି ମୟ ପରିବେଶ ମଧ୍ୟରେ ମହା ଆଡମ୍ବର ରେ ଉଦ୍ଧାଘାଟିତ ହୋଇ ଯାଇଅଛି ।ମହୋତ୍ସବ ର ପ୍ରାରମ୍ଭ ରେ ଟାଙ୍ଗୀ ବ୍ଲକ ର ୭ ଗୋଟି ପଞ୍ଚାୟତ ର ହଜାର ହଜାର […]






