ମୁକ୍ତାପୁର ନୁଆସାହିରେ ମହା ସମାରୋହରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ।
ମୁକ୍ତାପୁର ନୁଆସାହିରେ ମହା ସମାରୋହରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ। ଟାଙ୍ଗୀ,୧୭/୮(ସମ୍ବାଦ ଓଡ଼ିଶା):କେରଣ୍ଡାଟାଙ୍ଗି ପଞ୍ଚାୟତ ଅଧୀନସ୍ଥ ମୁକ୍ତାପୁର ନୂଆ ସାହି ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅତି ଧୂମଧାମରେ ପାଳିତ ହୋଇଅଛି। ଜନ୍ମାଷ୍ଟମୀ ଦିନ ନୀତି ଅନୁସାରେ ପୂଜାପାଠ ଓ ହୋମବିଧି କରିବା ସହ ସନ୍ଧ୍ୟା ସମୟରେ ଏକ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ତାପରେ ଭାଗବତ ପଠନ ଅନୁସାରେ ଜନ୍ମାଷ୍ଟମୀ ହୋଇଥିଲା। ତାପର ଦିନ ନନ୍ଦୋତ୍ସବ ରେ ଏକ ବିଶାଳ ଶୋଭାଯାତ୍ରା ହୋଇଥଲା ଏଥିରେ ଗ୍ରାମ ର […]




