ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ରାମେଶ୍ବର ସ୍କୁଲରେ ବାର୍ଷିକ ଉତ୍ସବ
ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ରାମେଶ୍ବର ସ୍କୁଲରେ ବାର୍ଷିକ ଉତ୍ସବ ନିରାକାରପୁର ,୨୭/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଦିବଙ୍ଗତ ଶିକ୍ଷକ ଶାକ୍ୟସିଂହ ଦାସ ସ୍ମୃତି ସାଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷାବିତ୍ ଦିବ୍ୟସିଂହ ତ୍ରିପାଠୀ ଙ୍କ ସଭାପତିତ୍ବରେ ଆଜିର ଏହି ଉତ୍ସବ ରେ ମୁଖ୍ୟ ଅତିଥି ଟାଙ୍ଗୀ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ,ଅନ୍ୟାନ୍ୟ […]





