Sambad Odisha

Jak amortyzować straty w Lamabet Casino?

  • January 21, 2026
  • 0 Comments

W dzisiejszych czasach wiele osób korzysta z internetowych kasyn, takich jak lamabet, aby spróbować swojego szczęścia. Mimo że gra w kasynach online może być emocjonującym doświadczeniem, wiąże się również z ryzykiem utraty pieniędzy. W związku z tym warto zastanowić się, jak amortyzować straty w takich platformach, aby cieszyć się grą, minimalizując ryzyko finansowe. Planowanie B […]

ଅପରାଧ ରାଜ୍ୟ

ପାଦୁକାଇ ମନ୍ଦିର ହୁଣ୍ଡି ଭଙ୍ଗା ଘଟଣା: ଦୁଇ ଚୋର ଗିରଫ, ଦାନ ଅର୍ଥ ଉଦ୍ଧାର 

  • January 20, 2026
  • 0 Comments

ପାଦୁକାଇ ମନ୍ଦିର ହୁଣ୍ଡି ଭଙ୍ଗା ଘଟଣା: ଦୁଇ ଚୋର ଗିରଫ, ଦାନ ଅର୍ଥ ଉଦ୍ଧାର  ନିରାକାରପୁର,୨୦/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ମା ପାଦୁକାଇ ଠାକୁରାଣୀଙ୍କ ହୁଣ୍ଡି ଗତ ୧୮ ତାରିଖ ରାତିରେ ଭାଙ୍ଗି ଦାନ ଅର୍ଥ କିଛି ଦୁବୃର୍ତ୍ତ ଚୋରି କରି ନେଇଥିବା ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ୧୭୦୦ ଟଙ୍କା ଉଦ୍ଧାର […]

ରାଜ୍ୟ ସ୍ପେଶାଲ

ବନ ବିଭାଗ ଦ୍ଵାରା ଆମ “ବଣଭୋଜି ସ୍ଥଳ କରିବା ଆମେ ନିର୍ମଳ” କାର୍ଯ୍ୟକ୍ରମ ଅନୁଷ୍ଠିତ 

  • January 20, 2026
  • 0 Comments

ବନ ବିଭାଗ ଦ୍ଵାରା ଆମ “ବଣଭୋଜି ସ୍ଥଳ କରିବା ଆମେ ନିର୍ମଳ” କାର୍ଯ୍ୟକ୍ରମ ଅନୁଷ୍ଠିତ ନିରାକାରପୁର,୨୦/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ଭୂଷଣ୍ଡପୁର ସେକସନ୍ ଫରେଷ୍ଟର ଦୁଃଶାସନ ନାୟକଙ୍କ ପୌରହିତ୍ୟରେ ମୁଲିଝରଗଡ ସ୍ଥିତ ପ୍ରସିଦ୍ଧ ମା ଉଗ୍ରତାରାଙ୍କ ବଣଭୋଜି ସ୍ଥଳକୁ ସଫେଇ କରାଯିବ ସହିତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ପ୍ଲାଷ୍ଟିକ ବ୍ୟବହାର କିପରି ଆମ ପରିବେଶ ନଷ୍ଟ କରୁଛି ସେ ସଂପର୍କରେ ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ […]

Co warto wiedzieć o programie lojalnościowym Lemon Casino?

  • January 20, 2026
  • 0 Comments

Program lojalnościowy Lemon Casino to atrakcyjna oferta, która wyróżnia tę platformę na tle konkurencji i zachęca graczy do dłuższego zaangażowania. Dzięki lemon casino, użytkownicy mogą skorzystać z systemu punktowego, który nagradza ich za aktywność oraz lojalność. Zrozumienie mechanizmów tego programu jest kluczowe dla maksymalizacji korzyści płynących z gry. Jak działa program lojalnościowy? Program lojalnościowy Lemon […]

ମନୋରୋଜନ ରାଜ୍ୟ

ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୦ ରୁ

  • January 17, 2026
  • 0 Comments

ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୦ ରୁ ଖୋର୍ଦ୍ଧା,୧୭/୧( ସମ୍ବାଦ ଓଡ଼ିଶା ): ଖୋର୍ଦ୍ଧା ଜ଼ିଲ୍ଲା ଭୂଷଣ୍ଡପୁର ସ୍ଥିତ ଜେ.ବି.ଜି କଲୋନୀ ଠାରେ ପ୍ରଭୁ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ହେବାକୁ ଯାଉଛି । ଏହି ଅବସରରେ ଆଜି ନବ ନିର୍ମାଣ ମନ୍ଦିର ପରିସର ମଧ୍ୟରେ କମିଟି ସଭାପତି ସୁଦୀପ ମଣ୍ଡଳଙ୍କ ପୌରାହିତ୍ୟ ରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏହି ବୈଠକ ରେ […]

କୃଷି ରାଜ୍ୟ

ଆସନ୍ତା ୧୯ ରୁ ଆରମ୍ଭ କାଶୀପୁର ନଂ ୨ ସେବା ସମିତି ଧାନମଣ୍ଡି : ୫ କେଜି କଟନି ଛଟନିକୁ ନେଇ ବଢୁଛି ଅସନ୍ତୋଷ

  • January 17, 2026
  • 0 Comments

ଆସନ୍ତା ୧୯ ରୁ ଆରମ୍ଭ କାଶୀପୁର ନଂ ୨ ସେବା ସମିତି ଧାନମଣ୍ଡି : ୫ କେଜି କଟନି ଛଟନିକୁ ନେଇ ବଢୁଛି ଅସନ୍ତୋଷ ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା) ଖୋର୍ଦ୍ଧା ଜ଼ିଲ୍ଲା ବାଲୁଗାଁ ଆର.ଏମ.ଏସ ଅଧୀନ କାଶୀପୁର ନଂ ୨ ସେବା ସମବାୟ ସମିତି ରେ ଆସନ୍ତା ୧୯ ତାରିଖ ରୁ ଧାନମଣ୍ଡି ଆରମ୍ଭ ହେବାର ସୂଚନା ମିଳିଛି l ଏଥିପାଇଁ ଜଗନ୍ନାଥ ରାଇସ ମିଲ କୁ ସରକାରୀ ଭାବେ ସ୍ୱୀକୃତି ମିଳିଛି l ଆଜି ସମିତି […]

ଖେଳ ରାଜ୍ୟ

ଚତୁର୍ଥ ଗୁରୁପ୍ରସାଦ ମେମୋରିଆଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଟ୍ରଫି ଉନ୍ମୋଚନ: ଆଜି ଟୁର୍ଣ୍ଣାମେଣ୍ଟ ଆରମ୍ଭ

  • January 16, 2026
  • 0 Comments

ଚତୁର୍ଥ ଗୁରୁପ୍ରସାଦ ମେମୋରିଆଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଟ୍ରଫି ଉନ୍ମୋଚନ: ଆଜି ଟୁର୍ଣ୍ଣାମେଣ୍ଟ ଆରମ୍ଭ ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା,ହିମାଂଶୁ ଭୁଷଣ ଚମ୍ପତିରାୟ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ରିକେଟ ଆସୋଏସେସନ୍ ତରଫରୁ ଚତୁର୍ଥ ଗୁରୁପ୍ରସାଦ ମେମୋରିଆଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ୧୭ ତାରିଖ ରେ ଆରମ୍ଭ ହେବାକୁ ଥିବାବେଳେ ଶୁକ୍ରବାର ସନ୍ଧ୍ୟା ୭ ଘଟିକାରେ ଆନୁଷ୍ଠାନିକ ଭାବେ ଟ୍ରଫି ଉନ୍ମୋଚନ କରାଯାଇଛି।ଏହି ଟୁର୍ନାମେଣ୍ଟ ରେ ୧୬ ଗୋଟି ବଛାବଛା ଟିମ ଅଂଶ ଗ୍ରହଣ କରିବେ।ଆଜିର ଏହି ଟ୍ରଫି କୁ […]

କୃଷି ବାଣିଜ୍ୟ ରାଜ୍ୟ

କଂପୁର ସେବା ସବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ: ଉଠିଲା ୮ ଚାଷୀଙ୍କ ୧୬୪.୯୮ କ୍ଵିଣ୍ଟାଲ ଧାନ

  • January 16, 2026
  • 0 Comments

କଂପୁର ସେବା ସବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ: ଉଠିଲା ୮ ଚାଷୀଙ୍କ ୧୬୪.୯୮ କ୍ଵିଣ୍ଟାଲ ଧାନ ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କଂପୁର ସେବା ସବାୟ ସମିତି ରେ ସମିତି ର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ,ସରପଞ୍ଚ ଶ୍ରୀମତୀ ସୋନାଲି ଶ୍ରୀଚନ୍ଦନ ,ସମିତି ର ପୂର୍ବ ତନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ହରିଚନ୍ଦନ ଓ ବରିଷ୍ଠ ଚାଷୀ ମାନଙ୍କ ଉପସ୍ଥିତି ରେ ଚଳିତ ୨୦୨୫-୨୬ ଖରିଫ ଧାନ ମଣ୍ଡି ର […]

ରାଜନୀତି ରାଜ୍ୟ

ବରିଷ୍ଠ ରାଜନେତା ସ୍ବର୍ଗତ ସର୍ବେଶ୍ଵର ବରିସଲଙ୍କ ଶ୍ରଦ୍ଧାଞ୍ଜଳୀ ସଭା

  • January 15, 2026
  • 0 Comments

ବରିଷ୍ଠ ରାଜନେତା ସ୍ବର୍ଗତ ସର୍ବେଶ୍ଵର ବରିସଲଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଖୋର୍ଦ୍ଧା,୧୫/୧(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ଓରବରସିଂ ଗ୍ରାମର ସ୍ବର୍ଗତ ସର୍ବେଶ୍ଵର ବରିସଲ ଏକାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ସରଳ ହୃଦୟର , ନମ୍ର ସ୍ଵଭାବର ବ୍ୟକ୍ରିଥିଲେ ବୋଲି ଉପସ୍ଥିତ ସମସ୍ତ ଶୁଭେଚ୍ଛୁ ମାନେ ମତ ପୋଷଣ କରିଥିଲେ। ସେ ତାଙ୍କର ରାଜନୀତି କଂଗ୍ରେସରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରି ଗୋଟିଏ ଦଳରେ ରହି ଶେଷ ନିଶ୍ୱାସ ତ୍ୟାଗ […]

ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ

  • January 15, 2026
  • 0 Comments

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ ନିରାକାରପୁର ତା ,୧୫/୧(ସମ୍ବାଦ ଓଡ଼ିଶା): ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ଆର୍ଯ୍ୟବିହାର, ନିରାକାରପୁର ପରିସରରେ ତୃତୀୟ ଓ ପଞ୍ଚମ ବୃତ୍ତି କୃତିତ୍ଵ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୩ୟ ବୃତ୍ତି ପରୀକ୍ଷାରେ ଆରାଧ୍ୟା ବେହେରା, ଦିପଙ୍କର ମିଶ୍ର,ଅର୍ପିତା ଦାଶ ଓ ୫ମ ବୃତ୍ତି ପରୀକ୍ଷାରେ ସାଇ ଶ୍ରେୟାଂଶୀ ଦାସ, ପ୍ରିୟାଂଶୀ ପାଇକରାୟ ଟାଙ୍ଗୀ ବ୍ଲକ ସ୍ତରରେ କୃତିତ୍ଵ ଅର୍ଜନ କରି […]