ମୋହନଲାଲ ବାଳିକା ବିଦ୍ୟାଳୟ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଧନା ଓ ରନିଙ୍ଗ କପ ପ୍ରଦାନ
ମୋହନଲାଲ ବାଳିକା ବିଦ୍ୟାଳୟ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଧନା ଓ ରନିଙ୍ଗ କପ ପ୍ରଦାନ ଖୋର୍ଦ୍ଧା,୨୮/୧(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ମଳିପଡା ସ୍ଥିତ ମୋହନଲାଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ମେଧାବୀ ଛାତ୍ରୀଙ୍କୁ ରନିଂ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ବିଦ୍ୟାଳୟ ପାଠାଗାର କୁ ୧୦ ହଜାର ଟଙ୍କାର ପୁସ୍ତକ ମିଳିଥିବା ଜଣାପଡିଛି। ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଶ୍ରୀଚନ୍ଦନ ପୌରହିତ କରିଥିବାବେଳେ ସମାଜସେବୀ ଶିକ୍ଷାବିତ୍ କଣ୍ଡୁରୀ […]



