ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କଲେ ସଫଳତା ନିଶ୍ଚିତ: ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କଲେ ସଫଳତା ନିଶ୍ଚିତ: ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ଖୋର୍ଦ୍ଧା, ୨୫/୩(ସମ୍ବାଦ ଓଡ଼ିଶା): ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଯଦି ବାସ୍ତବବାଦୀ ହୋଇ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥ ଚୟନ କରିବେ, ତେବେ ଜୀବନରେ ନିଶ୍ଚିତ ସଫଳତା ହାସଲ କରିପାରିବେ। ଖୋର୍ଦ୍ଧା ଜିଲ୍ଲା ସରପାରୀ ସ୍ଥିତ ଆଇଏନଏମଟି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।କଲେଜର ଅଧ୍ୟକ୍ଷା ଡ. ଅଭିଷ୍ପା ମହାନ୍ତିଙ୍କ ପୌରହିତ୍ୟରେ […]








