ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର ନୂଆପଡ଼ା,୧୬/୭(ସମ୍ବାଦ
ନୂଆପଡ଼ା,୧୬/୭(ସମ୍ବାଦ ଓଡ଼ିଶା)- ନୂଆପଡ଼ା ଥାନା ଜୁନାନୀ ଗାଁର ୩ ଜଣ ବ୍ୟକ୍ତି ବିଜୁ ଏକ୍ସପ୍ରେସ ରାସ୍ତାରେ ମର୍ଣ୍ଣିଙ୍ଗ ୱାକ କରୁଥିଲେ । ଏହି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜୁନାନୀ ଗାଁର ନିଲମ୍ବର ତାଣ୍ଡି(୫୦ବର୍ଷ) ବୋଲି ଜଣାପଡ଼ିଛି । ଏଥିରେ ସହଦେବ ପୁଞ୍ଜି(୪୫ ବର୍ଷ) ଓ ନୁରଚନ୍ଦ ସରାଫ(୪୭ବର୍ଷ) ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଜିଲ୍ଲା […]







