ବଦଳିଲା ସ୍କୁଲ ପରୀକ୍ଷା ନିୟମ, ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା…
ବଦଳିଲା ସ୍କୁଲ ପରୀକ୍ଷା ନିୟମ, ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା… ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ, ପରୀକ୍ଷାରେ ଫେଲ୍ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବେ ଭୁବନେଶ୍ବର,୯/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ବଦଳିଲା ସ୍କୁଲ ପରୀକ୍ଷା ନିୟମ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ନୂତନ ନିୟମ ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ […]



