Sambad Odisha

ନିରାକାରପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

  • July 8, 2025
  • 0 Comments

ନିରାକାରପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ନିରାକାରପୁର,୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ଆଜି ଜଗନ୍ନାଥ ମନ୍ଦିର  ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ପୂଜା ପାଠ,ହୋମ,ଯଜ୍ଞ ଆଦି କାର୍ଯ୍ୟକ୍ରମ ଶାନ୍ତି ଶୃଖଂଳା ସହିତ ହୋଇଛି। ଅଂଚଳବାସୀ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିଛନ୍ତି।ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁକୃପା ଲାଭ କରିବା ସହିତ ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ରହିଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ରିତିନିତୀ […]

ଆସନ୍ତାକାଲି ୯ ଶ୍ରମିକ ସଂଗଠନ ଧର୍ମଘଟ; ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ…

  • July 8, 2025
  • 0 Comments

ଆସନ୍ତାକାଲି ୯ ଶ୍ରମିକ ସଂଗଠନ ଧର୍ମଘଟ; ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ… କଲକାତା,୮/୭(ସମ୍ବାଦ ଓଡ଼ିଶା): ଦେଶରେ ଶ୍ରମିକମାନଙ୍କ ଅଧିକାର ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ବିରୋଧ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହାସହିତ, କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଠିକ୍ ନୁହେଁ। ଏହା ବିରୁଦ୍ଧରେ , ସଂଗଠନ ଜୁଲାଇ ୯ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ମହାଗଠବନ୍ଧନର ସାଂଗଠନିକ ଦଳଗୁଡ଼ିକ ମଧ୍ୟ ଏହାର ସମର୍ଥନରେ ଆଗକୁ ଆସୁଛନ୍ତି। […]

ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ହେଲା ଘୋଷଣା 

  • July 8, 2025
  • 0 Comments

ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ହେଲା ଘୋଷଣା  ଭୁବନେଶ୍ବର,୮/୭(ସମ୍ବାଦ ଓଡ଼ିଶା): ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି। ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ଚତୁର୍ଥ ଥର ପାଇଁ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ପୂର୍ବରୁ ମନମୋହନ ୩ଥର ରାଜ୍ୟ […]

ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

  • July 8, 2025
  • 0 Comments

ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ ଖୋର୍ଦ୍ଧା ୦୮/୦୭( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଉଛି l ଖୋର୍ଦ୍ଧା , ଟାଙ୍ଗୀ ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏଂବ ଯାତ୍ରୀବାହୀ ଯାନ ଚଳାଚଳ ଠପ ହୋଇଯାଇଛି l ନା ନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି […]

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

  • July 8, 2025
  • 0 Comments

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ ଭୁବନେଶ୍ବର୮/୭(ସମ୍ବାଦ ଓଡ଼ିଶା ): ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ଭିତରେ ରସଗୋଲା ଯେ, କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ। ଏହାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ତଥା ରଥଯାତ୍ରା ସହ ଜଡ଼ିତ ରହିଛି।ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଅବସରରେ ପାଳିତ ହୁଏ […]

ମୁଣ୍ଡଳୀରେ ପହଞ୍ଚିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ପ୍ରବାହିତ ହେଉଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ

  • July 8, 2025
  • 0 Comments

ମୁଣ୍ଡଳୀରେ ପହଞ୍ଚିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ପ୍ରବାହିତ ହେଉଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ… କଟକ,୮/୭(ସମ୍ବାଦ ଓଡ଼ିଶା): କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ସକାଳ ୬ଟାରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳରେ ପହଞ୍ଚିବ। ୯ ଲକ୍ଷ କ୍ୟୁସେକ ହେଲେ […]

ଆଜିଠୁ ଡ୍ରାଇଭର୍‌ ସଂଘର ଷ୍ଟିୟରିଂ ଛାଡ଼ , ୭ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଡକରା…

  • July 8, 2025
  • 0 Comments

ଆଜିଠୁ ଡ୍ରାଇଭର୍‌ ସଂଘର ଷ୍ଟିୟରିଂ ଛାଡ଼ , ୭ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଡକରା… ଭୁବନେଶ୍ୱର,୮/୭(ସମ୍ବାଦ ଓଡ଼ିଶା): ୭ ଦଫା ଦାବି ନେଇ ମଙ୍ଗଳବାରଠାରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଓଡ଼ିଶା ଡ୍ରାଇଭର ମହାସଙ୍ଘ। ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ମାସେ ତଳେ ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ ଜରିଆାରେ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲା। […]

ପାରାଦୀପରେ ଜଳିଗଲା ମୋବାଇଲ ଦୋକାନ

  • July 8, 2025
  • 0 Comments

ପାରାଦୀପରେ ଜଳିଗଲା ମୋବାଇଲ ଦୋକାନ ପାରାଦୀପ,୮|୫(ସମ୍ବାଦ ଓଡ଼ିଶା) : ପାରାଦୀପ ଇଫକୋ ଛକ ନିକଟରେ ଥିବା ବିଦେଶୀ କମ୍ୟୁନିକେସନ ମୋବାଇଲ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଇଫକୋ ଓ ଆର୍ସେଲର୍ ମିତ୍ତଲର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଲାଗିପଡି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ […]

ରାଜ୍ୟ

ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍‌ଣ ୪ଟାରୁ ପହଣ୍ଡି ଆରମ୍ଭ

  • July 8, 2025
  • 0 Comments

ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍‌ଣ ୪ଟାରୁ ପହଣ୍ଡି ଆରମ୍ଭ… ପୁରୀ,୮/୭(ସମ୍ବାଦ ଓଡ଼ିଶା): ଚଳିତବର୍ଷ ପାଇଁ ଶ୍ରୀମନ୍ଦିର ବାହାରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୂଢ଼ ଠାକୁର ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତାର୍ଥ କରିଛନ୍ତି। ସୋମବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ମଙ୍ଗଳବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। […]

ରାଜ୍ୟ

ଅଟକ ରଖି ପୁଲିସର ତନାଘନା, ମାରାଥନ୍ ଜେରା ଜାଲ କାଗଜପତ୍ରରେ ଆହୁରି ଏକାଧିକ ଥିବା ସନ୍ଦେହ

  • July 8, 2025
  • 0 Comments

ପାରାଦୀପରୁ ଠାବ ହେଲେ ବାଂଲାଦେଶୀ ପରିବାର   ଜଳପଥ ଦେଇ କୋଲକାତା, ବସ ଯୋଗେ ଓଡ଼ିଶା ଆସିଥିଲେ   ଅଟକ ରଖି ପୁଲିସର ତନାଘନା, ମାରାଥନ୍ ଜେରା ଜାଲ କାଗଜପତ୍ରରେ ଆହୁରି ଏକାଧିକ ଥିବା ସନ୍ଦେହ ଜଗତସିଂହପୁର,୭/୭(ସମ୍ବାଦ ଓଡ଼ିଶା): ସାରା ରାଜ୍ୟରେ ବାଂଲାଦେଶୀ ଧରପଗଡ଼ ଅଭିଯାନ ଚାଲିଥିବା ବେଳେ ପାରାଦୀପରେ ଏକ ପରିବାର ଠାବ ହୋଇଛନ୍ତି। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନ ଥିବା ବେଳେ ଗଳାବାଟ ଦେଇ ପାରାଦୀପରେ ପହଞ୍ଚି ଥିବା ଲକ୍ ଥାନ ପୁଲିସ […]