Sambad Odisha

ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ

  • July 17, 2025
  • 0 Comments

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ ନିରାକାରପୁର,୧୭/୭(ସମ୍ବାଦ ଓଡ଼ିଶା):ଦିନକୁ ଦିନ ପୋଲିସ ପ୍ରଶାସନର ଭୟ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କ ମନରୁ ଦୂର ହେବାକୁ ଲାଗିଛି। ଯାହାଫଳରେ ସାଧାରଣ ଲୋକଟି ନିଜକୁ ଅସୁରକ୍ଷିତ ମନେ କରିବା ସ୍ଵାଭାବିକ। ଏହିପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ। ବଜାର ନିକଟସ୍ଥ ଷ୍ଟେସନ ରୋଡରୁ ବୁଧବାର ରାତି ସାଢ଼େ ସାତଟା ରେ ଦୁଇଜଣ ହେଲମେଟ […]

ଦେଶ ବିଦେଶ ବାଣିଜ୍ୟ

ଇପିଏଫ୍‌ ପାଣ୍ଠି ଉଠାଣ ନିୟମରେ ବଡ଼ ପରିବର୍ତ୍ତନ; ଅବସର ପୂର୍ବରୁ ଉଠାଇହେବ ସବୁ ଇପିଏଫ୍ ଟଙ୍କା

  • July 17, 2025
  • 0 Comments

  ଇପିଏଫ୍‌ ପାଣ୍ଠି ଉଠାଣ ନିୟମରେ ବଡ଼ ପରିବର୍ତ୍ତନ; ଅବସର ପୂର୍ବରୁ ଉଠାଇହେବ ସବୁ ଇପିଏଫ୍ ଟଙ୍କା ନୂଆଦିଲ୍ଲୀ(ସମ୍ବାଦ ଓଡ଼ିଶା): ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ସଦସ୍ୟମାନଙ୍କୁ ସେମାନଙ୍କର ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଯାହାଫଳରେ ଜରୁରୀ ସମୟରେ ସଦସ୍ୟଙ୍କୁ ଆଉ ଚାକିରି ଛାଡିବାକୁ ପଡିବନାହିଁ କିମ୍ବା ଅବସର ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। କାରଣ କେନ୍ଦ୍ର ସରକାର ଅବସରକାଳୀନ ପାଣ୍ଠିରୁ ଟଙ୍କା ଉଠାଇବା ପାଇଁ କର୍ମଚାରୀମାନଙ୍କ ଲାଗି […]

ରାଜ୍ୟ

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା 

  • July 17, 2025
  • 0 Comments

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା  ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ନିରାକାରପୁର, ୧୭/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡ଼ସିଂହ): ବାଲେଶ୍ଵର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ ଓ ରାଜ୍ୟରେ ନାରୀ ସୁରକ୍ଷା ବିପଦରେ ପଡ଼ି ଥିବା , ଆଇନ ଶୃଙ୍ଖଳା ପରିସ୍ଥିତି ବାଟବଣା ହୋଇଥିବା ବିରୋଧରେ ଆଜି ଓଡ଼ିଶାରେ କଂଗ୍ରେସ ସମେତ ଅନ୍ୟ ୭ ଟି ସରକାରୀ ବିରୋଧୀ ଦଳମାନେ ଏକାଠି ହୋଇ […]

ରାଜନୀତି ରାଜ୍ୟ

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ

  • July 17, 2025
  • 0 Comments

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ ଖୋର୍ଦ୍ଧା,୧୭/୭(ସମ୍ବାଦ ଓଡ଼ିଶା ): ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜ୍ୟ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବାକୁ ମିଳିଛି।ଟାଙ୍ଗିବ୍ଲକ କଂଗ୍ରେସ ପକ୍ଷରୁ ଟାଙ୍ଗୀ ବଳରାମ ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରିକ୍ରମା କରିଥିଲେ।ଟାଙ୍ଗୀ ସହର ପରିକ୍ରମା କରୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ […]

ରାଜନୀତି ରାଜ୍ୟ

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ 

  • July 17, 2025
  • 0 Comments

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ  ଭୁବନେଶ୍ୱର,୧୬/୭(ସମ୍ବାଦ ଓଡ଼ିଶା ):  ଏଫଏମ ସ୍ଵ ୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ […]

ରାଜ୍ୟ ଶିକ୍ଷା

ଉଚ୍ଚଶିକ୍ଷା ବିଭାଗର ବଡ଼ ଘୋଷଣା : ବଢିଲା +୩ ସ୍ପଟ୍‌ ନାମଲେଖା ଅବଧି,

  • July 16, 2025
  • 0 Comments

ଉଚ୍ଚଶିକ୍ଷା ବିଭାଗର ବଡ଼ ଘୋଷଣା : ବଢିଲା +୩ ସ୍ପଟ୍‌ ନାମଲେଖା ଅବଧି, ଭୁବନେଶ୍ବର,୧୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଯୁକ୍ତ ତିନି ସ୍ପଟ୍‌ ନାମଲେଖା ଅବଧିକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।Student Academic Management System (SAMS) ଅଧୀନରେ ସ୍ନାତକ ପାଠ୍ୟକ୍ରମ […]

ଗଡ଼ିବନି ଚକ, ଖୋଲିବନି ଦୋକାନ  -ସକାଳ ୬ରୁ ସନ୍ଧ୍ୟା ୬ଯାଏ ସବୁ ବନ୍ଦ

  • July 16, 2025
  • 0 Comments

  ରାଉରକେଲା,୧୬/୭(ସମ୍ବାଦ ଓଡ଼ିଶା): ସୌମ୍ୟାଶ୍ରୀ ମୃତ୍ୟୁର ଅସନ୍ତୋଷ ରାଉରକେଲାରେ ଦେଖିବାକୁ ମିଳିଛି। ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହାସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବିଧାୟକଙ୍କ ଇସ୍ତଫା ସହ ଓଡ଼ିଶା ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ତତ୍ବାବଧାନରେ ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ରାଉରକେଲା ବନ୍ଦ ପାଇଁ ବ୍ୟାପକ ପ୍ରସ୍ତୁତି […]

ରାଜ୍ୟ ଶିକ୍ଷା

ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିରାକାରପୁର କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

  • July 16, 2025
  • 0 Comments

ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିରାକାରପୁର କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ  ନିରାକାରପୁର,୧୬/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ) :ଜୀବନ ଯୁଦ୍ଧରେ ହାରି ଯାଇ ଥିବା ସୌମ୍ୟାଶ୍ରୀ ଙ୍କ ପାଇଁ ଶୋକ ସଭା ଓ ମହମବତୀ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ।ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନ୍ୟାୟ ମିଳିବା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି […]

ରାଜ୍ୟ ଶିକ୍ଷା

ବେଦ ପାଠଶାଳାରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ ପାଳିତ।

  • July 16, 2025
  • 0 Comments

ବେଦ ପାଠଶାଳାରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ ପାଳିତ। ନିରାକାରପୁର: ୧୬/୦୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ବେଦ ବିଭାଗ ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ବନ ମହୋତ୍ସବର ସମାଜ ଏବଂ ବିଶ୍ବ ପ୍ରତି ଉପକାରିତା […]

ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଞ୍ଜା ଗୁରୁତର

  • July 16, 2025
  • 0 Comments

ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଞ୍ଜା ଗୁରୁତର କୋଲ୍ କରିଡର ରାସ୍ତା ଦାବିରେ ରାସ୍ତାରୋକ ସୁନ୍ଦରଗଡ଼,୧୬/୭(ସମ୍ବାଦ ଓଡ଼ିଶା ):ଆଜି ସକାଳ ୯ଟାରେ ହେମଗିର ଥାନା ଡୁରୁବଗା- କନକତୁରା ଓସିପିଏଲ ରାସ୍ତାରେ ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଞ୍ଜା ଗୁରୁତର। ମୃତକ ହେଲେ ଲେଫ୍ରିପଡ଼ା ଥାନା ବାଦିବାହାଲର ଶ୍ରବଣ ଗଉଡ଼ (୩୪)। ଗୁରୁତର ଭଣଞ୍ଜା ଶୁଭମ ଡିଲା (୧୪)॥ ତାଙ୍କ ଘର ହେମଗିର ଥାନା କନିକା ପଞ୍ଚାୟତ ତିଲିଆରେ। ଶ୍ରବଣ ଏମସିଏଲ ଡୁଲିଙ୍ଗା ଖଣିରେ କାମ […]