Sambad Odisha

ରାଜ୍ୟ ସ୍ପେଶାଲ

ନିରାକାରପୁର ରେଳ ଫାଟକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ  ଲୋକେ ଛାଡ଼ୁ ନାହାଁନ୍ତି, ଟ୍ରେନ ଯାଇପାରୁନି

  • July 21, 2025
  • 0 Comments

ନିରାକାରପୁର ରେଳ ଫାଟକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ  ଲୋକେ ଛାଡ଼ୁ ନାହାଁନ୍ତି, ଟ୍ରେନ ଯାଇପାରୁନି ନିରାକାରପୁର, ୨୧/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଥିବା ରେଳ ଫାଟକ ରେ ଦିନକୁ ଦିନ ଭିଡ ବୃଦ୍ଧି ପାଇବାରେ ଲାଗିଛି। ନା ହେଉଛି ଓଭର ବ୍ରିଜ, ନା ହେଉଛି ବାଇପାସ ନା ହେଉଛି ଅଣ୍ଡର ପାସ । ଖାଲି ହେବ ହେବ ବୋଲି ଶୁଣିବାକୁ ମିଳୁଛି। ବିଭାଗ ତରଫରୁ ଖାଲି ମାପଚୁପ ପ୍ରହସନ […]

ରାଜ୍ୟ

ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି

  • July 21, 2025
  • 0 Comments

ନିରାକାରପୁର,୨୧/୭:ଆଜି ଟାଙ୍ଗିବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ମୋଟ ୧୩୨ଟି ଅଭିଯୋଗ ଆସିଥିଲା ।ସେଥିମଧ୍ୟରୁ ଘଟଣା ସ୍ଥଳରେ ୪୦ଟି ଫଇସଲା ହୋଇଥିବା ବେଳେ ୧୩ଟି ଗ୍ରାମ୍ୟ ସମସ୍ୟା ଜନିତ ଅଭିଯୋଗ ହୋଇଥିଲା । ଅନୁରୂପଭାବେ ରାସନକାର୍ଡ, ଭତ୍ତା ସମେତ ସରକାରୀ ବାସ ଗୃହ ଆଦି ଯୋଗାଇ ନିମନ୍ତେ ୧୧୯ଟି ଅଭିଯୋଗ ହୋଇଥିଲା ।ଏଡିଏମ ପ୍ରତାପ ଚନ୍ଦ୍ର ବେଉରା, ପିଡି ଜ୍ୟୋତି ରଞ୍ଜନ ସାହୁ, ଉପଜିଲ୍ଲାପାଳ କିଶୋର କୁମାର […]

ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ

  • July 20, 2025
  • 0 Comments

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ନିରାକାରପୁର,୨୦/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ) ,ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଆର୍ଯ୍ୟବିହାର ପରିସରରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର “ମାତୃ ସମ୍ମିଳନୀ” ହୋଇଯାଇଅଛି।ଉକ୍ତ ସମ୍ମିଳନୀରେ ୧୪୩ ଜଣ ମାଆ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିରର ବ୍ଯବସ୍ଥାନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମା’ ସବିତା ବିଶ୍ଵାଳ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ଅଭିଭାଷଣରେ କହିଥିଲେ — ” ବିଦ୍ୟାମନ୍ଦିର ଓ ଅଭିଭାବକ […]

ବ୍ୟବସାୟ ରାଜ୍ୟ

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି

  • July 19, 2025
  • 0 Comments

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି ନିରାକାରପୁର,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମ ରେ ଅଚିହ୍ନା ରୋଗ ଗ୍ରାସ କରିଛି। କୁକୁଡ଼ା ଗୁଡ଼ିକ ହଜାର ହଜାର ସଂଖ୍ୟାରେ ମରୁଛନ୍ତି। ଫଳରେ କୁକୁଡ଼ା ଶୂନ୍ୟ ହୋଇଗଲାଣି ସ୍ଥାନୀୟ କୁକୁଡ଼ା ଫାର୍ମ ଗୁଡ଼ିକ। ଏଣେ ପ୍ରକୃତ ରୋଗ ସମ୍ପର୍କରେ ଜାଣିବା ପାଇଁ ଜଂକିଆ ର ଏକ କୁକୁଡ଼ା ଫାର୍ମ ରୁ ନମୁନା ସଂଗ୍ରହ କରାଯାଇ ଭୋପାଳ […]

ମନୋରୋଜନ ରାଜ୍ୟ

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

  • July 19, 2025
  • 0 Comments

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ନିରାକାରପୁର,୧୯/୮(ସମ୍ବାଦ ଓଡ଼ିଶା): ତ୍ରିଧାରା ଅନୁଷ୍ଠାନ ଦ୍ଵାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଗୁରୁ ଡ ଗୁରୁପ୍ରସାଦ ଦାସଙ୍କ ୩୯ ତମ ଶ୍ରାଦ୍ଧ ଦିବସ ରେ ସ୍ଥାନୀୟ ଶ୍ରୀ ସାଇ ଡ୍ୟାନସ ଗ୍ରୁପ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ କିଛି ନୃତ୍ୟ ଗୁରୁଙ୍କୁ ଉପାଧି ପ୍ରଦାନ କରାଯାଇଛି।ଏଥିରେ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତ, ପଦ୍ମଶ୍ରୀ ଅରୁଣ ମହାନ୍ତି, […]

ବାଣିଜ୍ୟ ରାଜ୍ୟ

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ 

  • July 19, 2025
  • 0 Comments

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ ନିରାକାରପୁର ,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଶିଳ୍ପା ଅଞ୍ଚଳରେ ହୋଇଥିବା ଡ୍ରୋନ କମ୍ପାନୀରେ ଆଜି ଜଣେ ଶ୍ରମିକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ଦିନ ସାଢେ଼ ୩ ଟା ସମୟରେ କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଜଣେ କର୍ମଚାରୀ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କମ୍ପାନୀ ତରଫରୁ ହସ୍ପିଟାଲ ରେ ଭର୍ତ୍ତି […]

ରାଜ୍ୟ

ଦୈନଦିନ କୁକୁଡ଼ା ମୃତ୍ୟୁକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀ ଆତଙ୍କିତ 

  • July 18, 2025
  • 0 Comments

ଦୈନଦିନ କୁକୁଡ଼ା ମୃତ୍ୟୁକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀ ଆତଙ୍କିତ *ବାର୍ଡ ଫ୍ଲୁ ସନ୍ଦେହ : ନମୁନା ପରୀକ୍ଷା ପଠାଇଲେ ପଶୁ ଚିକିତ୍ସକ * ହଜାର ହଜାର ସଂଖ୍ୟାରେ ମରୁଛନ୍ତି: ତୁରନ୍ତ ପଦକ୍ଷେପ ନେବାକୁ ଦାବି * ସରକାର କ୍ଷତି ପୂରଣ ନ ମିଳିଲେ ଚାଷୀ ହେବେ ଦେବାଳିଆ ନିରାକାରପୁର,୧୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୌଣସି ରୋଗ ସଂକ୍ରମଣ କାରଣରୁ କୁକୁଡ଼ା ମୃତ୍ୟୁବରଣ କରିଥିବାର ଦେଖାଦେଇଛି।ଦୈନଦିନ ଗୋଟିଏ […]

ରାଜ୍ୟ

ରାଜ୍ୟରେ ୨୩ ରୁ  ପୁଣି ବଢିବ ବର୍ଷା

  • July 18, 2025
  • 0 Comments

ରାଜ୍ୟରେ ୨୩ ରୁ  ପୁଣି ବଢିବ ବର୍ଷା ଭୁବନେଶ୍ୱର,୧୮/୭(ସମ୍ବାଦ ଓଡ଼ିଶା): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ। ବର୍ଷାର ପ୍ରଭାବ ପ୍ରାୟ ୨୬ ପର୍ଯ୍ୟନ୍ତ ଜାରି ରହିବ। ୨୪ ଓ ୨୫ ତାରିଖରେ ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନାନୁଯାୟୀ, ଏହି […]

ଅପରାଧ ରାଜ୍ୟ

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ।

  • July 18, 2025
  • 0 Comments

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ। ବିଷମ କଟକ ୧୮/୭(ଇ ମି ସ)ପାରିବାରିକ କଳହକୁ ନେଇ ମହିଳା ଜଣକ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅ ର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତର […]