ସରସ୍ଵତୀ ଶିଶୁ ମନ୍ଦିର ବାଟିକା ଶ୍ରେଣୀ ମାତୃ ସମ୍ମିଳନୀ
ସରସ୍ଵତୀ ଶିଶୁ ମନ୍ଦିର ବାଟିକା ଶ୍ରେଣୀ ମାତୃ ସମ୍ମିଳନୀ ନିରାକାରପୁର, ୧୪/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାର ନିରାକାରପୁର ପରିସରରେ ବାଟିକା ଶ୍ରେଣୀର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ଅରୁଣ,ଉଦୟ ଓ ପ୍ରକାଶ ଶ୍ରେଣୀର ୧୮୭ ଜଣ ମା’ ଉପସ୍ଥିତ ଥିଲେ। ବିଦ୍ୟାମନ୍ଦିରର ବ୍ୟବସ୍ଥାନୁସାରେ ସର୍ବ ପ୍ରଥମେ ଉପସ୍ଥିତ ଥିବା ମା’ ମିଲି ଭୁଜବଳ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ସମ୍ମିଳନୀର ଉଦ୍ଦେଶ୍ୟ […]







