ରାଉରକେଲା ରେ ୨୪ ଘଣ୍ଟିଆ ଧର୍ମଘଟ ଶାନ୍ତିପୂର୍ଣ ବସ ଚଳାଚଳ, ଦୋକାନ ବଜାର ବନ୍ଦ
ରାଉରକେଲା ରେ ୨୪ ଘଣ୍ଟିଆ ଧର୍ମଘଟ ଶାନ୍ତିପୂର୍ଣ ବସ ଚଳାଚଳ, ଦୋକାନ ବଜାର ବନ୍ଦ ରାଉରକେଲା,୯/୭(ସମ୍ବାଦ ଓଡ଼ିଶା ): ରାଉରକେଲା ରେ ୨୪ ଘଣ୍ଟିଆ ଧର୍ମଘଟ ଆରମ୍ଭ ହୋଇଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ପ୍ରତିବାଦ, କଳା ଶ୍ରମ କୋଡ ବାତିଲ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା, […]
