ଚରମ ଅବ୍ୟବସ୍ଥା, କର୍ମଚାରୀ ଅଭାବ ଓ ଉପଭୋକ୍ତାଙ୍କ ତୀବ୍ର ଅସନ୍ତୋଷ ମଧ୍ୟରେ ଚାଲିଛି ୭୦ବର୍ଷର ପୂରୁଣା ଟାଙ୍ଗୀ ଉପଡାକଘର।
ଚରମ ଅବ୍ୟବସ୍ଥା, କର୍ମଚାରୀ ଅଭାବ ଓ ଉପଭୋକ୍ତାଙ୍କ ତୀବ୍ର ଅସନ୍ତୋଷ ମଧ୍ୟରେ ଚାଲିଛି ୭୦ବର୍ଷର ପୂରୁଣା ଟାଙ୍ଗୀ ଉପଡାକଘର। ଟାଙ୍ଗୀ,୨/୮(ସମ୍ବାଦ ଓଡ଼ିଶା):ଟାଙ୍ଗୀ ଶାଖା ଡାକଘରକୁ ୧୯୫୫ମସିହାରେ ଉପଡାକଘରର ମାନ୍ୟତା ପ୍ରଦାନ କରାଯାଇଥିଲା. ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଉଭୟ ସରକାର ଓ ଡାକ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଜରାଜୀର୍ଣ୍ଣ ଭଡା ଘରେ ନିଜ କର୍ମକୁ ଆଦରି ଲୋକଙ୍କୁ ସେବା ଯୋଗାଇ ଆସୁଛି ଏହି ଅଭିଶପ୍ତ ଉପଡାକଘର ମଙ୍ଗଳାଯୋଡ଼ି, ବଡ଼ପାରୀ, […]








