Sambad Odisha

ରାଜ୍ୟ

ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରରେ ସ୍ଵାଧୀନତା ଦିବସ ପାଳିତ  ନିଶା ମୁକ୍ତ ସମାଜ ପାଇଁ ସଂଯମତାର ଜରୁରୀ

  • August 15, 2025
  • 0 Comments

ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରରେ ସ୍ଵାଧୀନତା ଦିବସ ପାଳିତ  ନିଶା ମୁକ୍ତ ସମାଜ ପାଇଁ ସଂଯମତାର ଜରୁରୀ ନିରାକାରପୁର,୧୫/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବ ପୁରୁଷମାନେ ଦେଶ ସ୍ଵାଧୀନତା ପାଇଁ ଦେଇଥିବା ପ୍ରାଣ ବଳି ଆଜି ବି ଚିରସ୍ମରଣୀୟ ହୋଇ […]

ରାଜ୍ୟ

ନିରାକାରପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା

  • August 14, 2025
  • 0 Comments

ନିରାକାରପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ନିରାକାରପୁର,୧୪/୮: ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ନିରାକାରପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟଙ୍କ ନେତୃତ୍ୱ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଶତାଧିକ ବାଇକ ରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ହୋଇଯାଇଛି। ଏହି ଶୋଭାଯାତ୍ରା ରାମେଶ୍ବର ଛକରୁ ଲେଣ୍ଡୁ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପି କୃଷକ ନେତା କେଳୁଚରଣ ଜଗଦେବ, ବିଜେପି ନେତା ପ୍ରଫୁଲ୍ଲ କୁମାର ଜେନା,ସନାତନ […]

ରାଜ୍ୟ ଶିକ୍ଷା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 

  • August 14, 2025
  • 0 Comments

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନିରାକାରପୁର,୧୪/୮(ସମ୍ବାଦ ଓଡ଼ିଶା):ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, କାଇପଦର ପରିସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଭାରତର ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରମରେ ମହାବିଦ୍ୟାଳୟ ଶ୍ରେଣୀ ଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ନିଜ ଅଞ୍ଚଳରେ ସଚେତନ ସୃଷ୍ଟି କରିବା […]

ରାଜ୍ୟ ଶିକ୍ଷା ସ୍ପେଶାଲ

ନିରାକାରପୁର କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସ୍ବାଗତ

  • August 14, 2025
  • 0 Comments

ନିରାକାରପୁର କଲେଜରେ ହର ଘର ତ୍ରିରଙ୍ଗା ଅଭିଯାନକୁ ସ୍ବାଗତ ୧୫୦୦ ଫୁଟର ତ୍ରିରଙ୍ଗା ଧରି ଛାତ୍ରଛାତ୍ରୀ କଲେ ଶୋଭାଯାତ୍ରା ନିରାକାରପୁର,୧୪/୮( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ଦେଶର ୭୯ତମ ସ୍ବାଧିନତା ଦିବସ ପାଳନର ଅବ୍ୟବହିତ ଦିବସରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନଗର ପରିକ୍ରମା କରିଥିବାବେଳେ ନଗରବାସୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ସ୍ଵାଗତ କରିଥିଲେ। ମହାବିଦ୍ୟାଳୟ ର ଏକ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ସହିତ […]

ରାଜ୍ୟ

ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକଙ୍କ ପରଲୋକ

  • August 13, 2025
  • 0 Comments

ଅବସରପ୍ରାପ୍ତ ରାଜସ୍ବ ନୀରିକ୍ଷକଙ୍କ ପରଲୋକ ନିରାକାରପୁର,୧୩/୮(ସମ୍ବାଦ ଓଡ଼ିଶା): ନିରାକାରପୁର ନିକଟସ୍ଥ ଗଡଖାରଦ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ହାଡିବନ୍ଧୁ ମାନସିଂହ ଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଜଣାଶୁଣା ପରୋପକାରୀ, ମେଳାପୀ, ସରଳ ସ୍ୱଭାବର ବ୍ୟକ୍ତି ଥିଲେ। ସେ ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲା କଣାସ, ଡେଲାଙ୍ଗ ଓ ବକୁ ଅଞ୍ଚଳ ରେ ରାଜସ୍ବ ନୀରିକ୍ଷକ ଭାବେ କାର୍ଯ୍ୟ କରିଥିଲେ।  ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଭୁବନେଶ୍ୱର ରେ ଚିକିତ୍ସିତ […]

ରାଜ୍ୟ ଶିକ୍ଷା

ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥା ଗାରିକ ସଂଘ ଦ୍ଵାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ

  • August 12, 2025
  • 0 Comments

ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥା ଗାରିକ ସଂଘ ଦ୍ଵାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ ଭୁବନେଶ୍ୱର,୧୨/୮(ସମ୍ବାଦ ଓଡ଼ିଶା): ମାନବ ସମାଜର ଯାବତୀୟ ଉନ୍ନତିର ଅନ୍ତରାଳରେ ଶିକ୍ଷା ହିଁ ଅସଲ ଚାବିକାଠି, ଯାହାର ମାନ ବୃଦ୍ଧି ନିମନ୍ତେ ପାଠାଗାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ପାଠାଗାର ଆନ୍ଦୋଳନର ଜନକ ଡଃ ଏସ. ଆର. ରଙ୍ଗନାଥନଙ୍କ ଜୟନ୍ତୀ ଉତ୍ସବ ତଥା ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଗ୍ରନ୍ଥା ଗାରିକ […]

ରାଜ୍ୟ ଶିକ୍ଷା

ଭୁବନେଶ୍ୱର ପାଇଁ ହଁ, ରାଉରକେଲା ବେଳକୁ କୁନ୍ଥକୁନ୍ଥ!  -ରାଉରକେଲା ସରକାରୀ ମେଡିକାଲ କଲେଜ କେବେ? -ଭୁତାଇଦେଲେ ଡବଲ ଇଞ୍ଜିନ ସରକାର

  • August 12, 2025
  • 0 Comments

ଭୁବନେଶ୍ୱର ପାଇଁ ହଁ, ରାଉରକେଲା ବେଳକୁ କୁନ୍ଥକୁନ୍ଥ!  -ରାଉରକେଲା ସରକାରୀ ମେଡିକାଲ କଲେଜ କେବେ? -ଭୁତାଇଦେଲେ ଡବଲ ଇଞ୍ଜିନ ସରକାର ରାଉରକେଲା: ସରକାର ବଦଳୁଛନ୍ତି; କିନ୍ତୁ ରାଉରକେଲା ସ୍ବାସ୍ଥ୍ୟସେବା ସ୍ଥିତି ସୁଧୁରୁନି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଉରକେଲାକୁ କ୍ରମାଗତଭାବେ ଅଣଦେଖା କରାଯାଉଛି। ନୂତନ ମେଡିକାଲ କଲେଜ ଓ ହସପିଟାଲ ନିର୍ମାଣ ନିତାନ୍ତ ଆବଶ୍ୟକ ହେଲାଣି। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ, ଏହି ସ୍ବପ୍ନ ପୂରଣ ହୋଇପାରୁନି। ୧୯୫୪ ମସିହାରେ ସ୍ଥାପିତ ଭୁବନେଶ୍ବର କ୍ୟାପିଟାଲ […]

ରାଜ୍ୟ

ବସ କାର ଦୁର୍ଘଟଣା କାର ଚାଳକ ଡାକ୍ତର ଗୁରୁତର

  • August 12, 2025
  • 0 Comments

ବସ କାର ଦୁର୍ଘଟଣା କାର ଚାଳକ ଡାକ୍ତର ଗୁରୁତର ସୋର,୧୨/୮(ସମ୍ବାଦ ଓଡ଼ିଶା) : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଷ୍ଟାର ହୋଟେଲ ନିକଟରେ ଏକ ଯାତ୍ରୀବାହୀ ବସ କାରକୁ ଧକା ଦେବାରୁ କାର ଚାଳକ ଡାକ୍ତର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ତଳନଗର ପଂଚାୟତ ଅଙ୍କୁରଖାର୍ଜୀ ଗ୍ରାମର ଡାକ୍ତର ସତ୍ୟନାରାୟଣ ପଣ୍ଡା ବାସୁଦେବପୁରରେ ଥିବା ନିଜ କ୍ଲିନିକକୁ ଯାଉଥିଲେ। ଷ୍ଟାର ହୋଟେଲ ନିକଟରେ ହୋଇଥିବା ଡାଇଭର୍ଶନରେ ଛିଡା ହୋଇଥିବା […]

ରାଜ୍ୟ ଶିକ୍ଷା

ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

  • August 10, 2025
  • 0 Comments

ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର __________________________ ଖୋର୍ଦ୍ଧା ୧୦/୮(ସମ୍ବାଦ ଓଡ଼ିଶା) -ଓଡିଶା ର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାତା କୁ ଆସନ୍ନ ବିପଦ ରୁ ସୁରକ୍ଷା ଦେବା ନିମନ୍ତେ ଧରିତ୍ରୀ ମାତା ପାଇଁ ରବିବାର ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ଗ୍ରାମ ସ୍ଥିତ ଭଗବତ […]

ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ

  • August 10, 2025
  • 0 Comments

ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ନିରାକାରପୁର,୯/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକ ୧୬ନଂ ଜାତୀୟ ରାଜପଥ ଓଭର ବ୍ରିଜ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଆଜି ଦିନ ୨ଟା ବେଳେ ଗୋଟିଏ ବାଇକ ନଂ ଓଡି ୩୩ ଏମ ୪୦୪୬ ରେ ଭୁବନେଶ୍ୱର ବାଣୀବିହାର ସତସଙ୍ଗ ବିହାର ଅଞ୍ଚଳର ଜୀବନ ଜ୍ୟୋତି ସାହୁ (୩୫) ଭୁବନେଶ୍ଵର ପଟୁ ବ୍ରହ୍ମପୁର […]