Sambad Odisha

ରାଜ୍ୟ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଚାରାରୋପଣ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଚାରାରୋପଣ

ଟାଙ୍ଗୀ,୨୯/୭(ସମ୍ବାଦ ଓଡ଼ିଶା ):କନ୍ଧନୟାଗଡ଼ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଚାରାରୋପଣ କରାଯାଇଛି। ନୟାଗଡ଼ ଜ଼ିଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, କନ୍ଧ ନୟାଗଡ଼ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ପୂର୍ବତନ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧିଙ୍କ ସମେତ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ, ଉପସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ମନୋଜ କୁମାର ପଟନାୟକ, କୋଷାଧକ୍ଷ ଦାମୋଦର ସାହୁ, ଆଇନ ପରାମର୍ଶଦାତା ସନ୍ଦୀପନି ମିଶ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ,ସଂଯୋଜକ ରଜନୀକାନ୍ତ ମିଶ୍ର ,ଉମେଶ ଚଦ୍ର ପଟ୍ଟନାୟକ ଓ ଅଜୟ କୁମାର ମହାନ୍ତି ପ୍ରମୁଖ ଅଁଳା, ଡାଳିମ୍ବ, ପିଜୁଳି,ଲେମ୍ବୁ, ରାଜ ବଢିଆଳ, ସପେଟା, ଝାଉଁ, ବଉଳ ଇତ୍ୟାଦି ଚାରା ରୋପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *