ପବିତ୍ର ଗୁରୁ ପୂର୍ଣ୍ଣିମାରେ ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ ଘାଟିତ।
ପବିତ୍ର ଗୁରୁ ପୂର୍ଣ୍ଣିମାରେ ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ଘା ଟିତ। ନିରାକାରପୁର: ୧୦/୦୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ ): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦ୍ଵାରା ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ ଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଶିକ୍ଷାବିତ୍ ଚକ୍ରଧର ତ୍ରିପାଠୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ […]







