Sambad Odisha

ରାଜଗାଙ୍ଗପୁର ମହରମକୁ ନେଇ ଗୋଷ୍ଠୀସଂଘର୍ଷରେ ୬ ଗିରଫ

  • July 8, 2025
  • 0 Comments

ରାଜଗାଙ୍ଗପୁର ମହରମକୁ ନେଇ ଗୋଷ୍ଠୀସଂଘର୍ଷରେ ୬ ଗିରଫ ରାଜଗାଙ୍ଗପୁର,୮।୭(ସମ୍ବାଦ ଓଡ଼ିଶା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମହରମକୁ ନେଇ ଘଟିଥିବା ଗୋଷ୍ଠୀସଂଘର୍ଷରେ ପୁଲିସ ଉଭୟପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ଦିଲ୍ ନବାଜ, ଅରମାନ ହାସନୀ, ମହମ୍ମଦ ପରଭେଜ, ମହମ୍ମଦ ଫିରୋଜ, ସଦାମ ହୁସେନ ଓ ଅଫତାବ ଖାନ। ସୂଚନା ଅନୁସାରେ, ରବିବାର ରାତିରେ ମହରମ ଶୋଭାଯାତ୍ରାକୁ ନେଇ ସୁଭାଷଛକ ଓ ରବାନୀଛକରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୋମାବାର […]

ନିଖୋଜ ଛାତ୍ର ଉଦ୍ଧାରକାର୍ଯ୍ୟବେଳେ କାମୁଡ଼ିଲା ସାପ  -ଅଗ୍ନିଶମ କନେଷ୍ଟବଳ ଗୁରୁତର 

  • July 8, 2025
  • 0 Comments

ନିଖୋଜ ଛାତ୍ର ଉଦ୍ଧାରକାର୍ଯ୍ୟବେଳେ କାମୁଡ଼ିଲା ସାପ -ଅଗ୍ନିଶମ କନେଷ୍ଟବଳ ଗୁରୁତର -ତିନିଦିନ ପରେ ବି ମିଳୁନି ଛାତ୍ରଙ୍କ ପତ୍ତା ରାଉରକେଲା,୮/୭(ସମ୍ବାଦ ଓଡ଼ିଶା): ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ବୁଡ଼ି ନିଖୋଜ ହୋଇଯାଇଥିବା ଛାତ୍ର ଗୌର ବିପ୍ରବ (୨୨)ଙ୍କର ତିନି ଦିନ ପରେ ବି ପତ୍ତା ମିଳୁନି। ଆଜି (ମଙ୍ଗଳବାର) ତୃତୀୟ ଦିନରେ ନିଖୋଜ ଛାତ୍ରଙ୍କୁ ଖୋଜୁଥିବାବେଳେ ଅଗ୍ନିଶମ କନେଷ୍ଟବଳ ରାମପ୍ରସାଦ ମାଝି ବିଷାକ୍ତ ସାପ କାମୁଡ଼ାରେ ଶିକାର ହୋଇଛନ୍ତି। ତାଙ୍କୁ ପ୍ରଥମେ ଗୁରୁଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ […]

ଚୋରି ସୁନାଗହଣା ଜବତ, ୨ ଗିରଫ

  • July 8, 2025
  • 0 Comments

ଚୋରି ସୁନାଗହଣା ଜବତ, ୨ ଗିରଫ ରାଉରକେଲା, ୮।୭(ସମ୍ବାଦ ଓଡ଼ିଶା): ଇସ୍ପାତ ସହରରେ ରାତିରେ ଘରେ ପଶି ଆତଙ୍କ ଖେଳାଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସେକ୍ଟର-୧୯ ପୁଲିସ ଗିରଫ କରିଛି। ସେମାନେ ହେଲେ ସେକ୍ଟର-୧୬, ଡି/୨୯୩ର ସୌଭାଗ୍ୟ ନାୟକ(୨୩) ଓ ଦଣ୍ଡିଆପାଲି ଅଞ୍ଚଳର ବିକି ଯାଦବ(୨୫)। ଉଭୟଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯାୟୀ, ଯୋଗେନ୍ଦ୍ରନାଥ ମାହାନ୍ତ ସେକ୍ଟର-୨୦ ଏ/୨୦୭ରେ ରହୁନ୍ତି। ସେ ଏପ୍ରିଲ ୨୨ ତାରିଖରେ […]

ଅଜଣା ଗାଡି ଧକ୍କା ରେ ଜଣେ ମୃତ ଜଣେ ଗୁରୁତର 

  • July 8, 2025
  • 0 Comments

କେନ୍ଦୁଝର.୦୮/୦୭.(ସମ୍ବାଦ ଓଡ଼ିଶା )- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାଟ ରୁ ସାଙ୍ଗ ହୋଇ ବାଇକ ରେ ଘର କୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ମୃତକ ରମେଶ ବାରିକ (୨୫), ଗୁରୁତର ଲିପୁ ବାରିକ (୨୬) […]

ନିରାକାରପୁର ସାଇ ମନ୍ଦିରରେ ଗୁରୁ ପୂର୍ଣିମା ଉତ୍ସବ ଆରମ୍ଭ

  • July 8, 2025
  • 0 Comments

ନିରାକାରପୁର ସାଇ ମନ୍ଦିରରେ ଗୁରୁ ପୂର୍ଣିମା ଉତ୍ସବ ଆରମ୍ଭ ନିରାକାରପୁର,୮/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ):-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାଇ ପରିବାର ପକ୍ଷରୁ ଗୁରୁପୂର୍ଣିମା ଉତ୍ସବ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ କି ଜୁଲାଇ ୮ ତାରିଖରୁ ଜୁଲାଇ ୧୦ ତାରିଖ ପର୍ୟ୍ୟନ୍ତ ୩ ଦିନ ବ୍ୟାପୀ ସାଇ ମନ୍ଦିର ପ୍ରାଙ୍ଗଣରେ ଗୁରୁ ପୂର୍ଣ୍ଣମ। ଉତ୍ସବ ଅବସରରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି।ଏହି ଅବସରରେ ଆଜି ପ୍ରଥମ ଦିବସରେ ସଂକଳ୍ପ ଧାରୀ ମହିଳା ପୁରୁଷ ମାନେ ନିକଟସ୍ଥ ମଲାଗୁଣୀ […]

ନିରାକାରପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

  • July 8, 2025
  • 0 Comments

ନିରାକାରପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ନିରାକାରପୁର,୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ଆଜି ଜଗନ୍ନାଥ ମନ୍ଦିର  ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ପୂଜା ପାଠ,ହୋମ,ଯଜ୍ଞ ଆଦି କାର୍ଯ୍ୟକ୍ରମ ଶାନ୍ତି ଶୃଖଂଳା ସହିତ ହୋଇଛି। ଅଂଚଳବାସୀ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିଛନ୍ତି।ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁକୃପା ଲାଭ କରିବା ସହିତ ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ରହିଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ରିତିନିତୀ […]

ଆସନ୍ତାକାଲି ୯ ଶ୍ରମିକ ସଂଗଠନ ଧର୍ମଘଟ; ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ…

  • July 8, 2025
  • 0 Comments

ଆସନ୍ତାକାଲି ୯ ଶ୍ରମିକ ସଂଗଠନ ଧର୍ମଘଟ; ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ… କଲକାତା,୮/୭(ସମ୍ବାଦ ଓଡ଼ିଶା): ଦେଶରେ ଶ୍ରମିକମାନଙ୍କ ଅଧିକାର ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ବିରୋଧ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହାସହିତ, କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଠିକ୍ ନୁହେଁ। ଏହା ବିରୁଦ୍ଧରେ , ସଂଗଠନ ଜୁଲାଇ ୯ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ମହାଗଠବନ୍ଧନର ସାଂଗଠନିକ ଦଳଗୁଡ଼ିକ ମଧ୍ୟ ଏହାର ସମର୍ଥନରେ ଆଗକୁ ଆସୁଛନ୍ତି। […]

ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ହେଲା ଘୋଷଣା 

  • July 8, 2025
  • 0 Comments

ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି, ବିଧିବଦ୍ଧ ଭାବେ ହେଲା ଘୋଷଣା  ଭୁବନେଶ୍ବର,୮/୭(ସମ୍ବାଦ ଓଡ଼ିଶା): ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି। ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ଚତୁର୍ଥ ଥର ପାଇଁ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ପୂର୍ବରୁ ମନମୋହନ ୩ଥର ରାଜ୍ୟ […]

ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

  • July 8, 2025
  • 0 Comments

ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ ଖୋର୍ଦ୍ଧା ୦୮/୦୭( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଉଛି l ଖୋର୍ଦ୍ଧା , ଟାଙ୍ଗୀ ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏଂବ ଯାତ୍ରୀବାହୀ ଯାନ ଚଳାଚଳ ଠପ ହୋଇଯାଇଛି l ନା ନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି […]

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

  • July 8, 2025
  • 0 Comments

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ ଭୁବନେଶ୍ବର୮/୭(ସମ୍ବାଦ ଓଡ଼ିଶା ): ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ଭିତରେ ରସଗୋଲା ଯେ, କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ। ଏହାର ସମ୍ବନ୍ଧ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ତଥା ରଥଯାତ୍ରା ସହ ଜଡ଼ିତ ରହିଛି।ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଅବସରରେ ପାଳିତ ହୁଏ […]