ଜଂକିଆ ପୋଲିକକୁ ବଡ ସଫଳତା ଡକାୟତି ପାଇଁ ରଚିଥିଲେ ଚକ୍ରବ୍ୟୁହ, ମାଡ଼ି ବସିଲା ପୁଲିସ: ୭ ଜଣଙ୍କୁ କୋର୍ଟ ଚାଲାଣ :ଖଣ୍ଡା ଓ କଟୁରୀ ସହ ୭ ଡକାୟତ କାବୁ
ଜଂକିଆ ପୋଲିକକୁ ବଡ ସଫଳତା ଡକାୟତି ପାଇଁ ରଚିଥିଲେ ଚକ୍ରବ୍ୟୁହ, ମାଡ଼ି ବସିଲା ପୁଲିସ: ୭ ଜଣଙ୍କୁ କୋର୍ଟ ଚାଲାଣ :ଖଣ୍ଡା ଓ କଟୁରୀ ସହ ୭ ଡକାୟତ କାବୁ ନିରାକାରପୁର,୧/୩(ସମ୍ବାଦ ଓଡ଼ିଶା ):ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁଲିସ। ରବିବାର ଭୋର ସମୟରେ କବରସ୍ଥାନ ନିକଟରେ ସଂଘବଦ୍ଧ ହୋଇ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ଚଢ଼ାଉ କରି ୭ […]


