Sambad Odisha

ରାଜ୍ୟ

ଜଙ୍କିଆ ଟୁବୁରି ପାହାଡ଼ରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ୧୩ ରୁ ଆରମ୍ଭ

  • April 10, 2026
  • 0 Comments

ଜଙ୍କିଆ ଟୁବୁରି ପାହାଡ଼ରେ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହୋତ୍ସବ ୧୩ ରୁ ଖୋର୍ଦ୍ଧା,୧୦/୪(ସମ୍ବାଦ ଓଡ଼ିଶା): ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟସ୍ଥ ଟୁବୁରି ପାହାଡ଼ ସ୍ଥିତ ଶ୍ରୀ ଶ୍ରୀ ମହାବୀର ଦେବଙ୍କ ପୀଠରେ ଆସନ୍ତା ଏପ୍ରିଲ ୧୩ ତାରିଖ (ସୋମବାର) ଠାରୁ ୨୨ ତାରିଖ (ବୁଧବାର) ପର୍ଯ୍ୟନ୍ତ ୨୯ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହୋତ୍ସବ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ […]

ଦେଶ ବିଦେଶ ନିଯୁକ୍ତି ରାଜ୍ୟ ଶିକ୍ଷା

ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ପୁଅ ଡଃ ବଳଭଦ୍ର ଉପାଧ୍ୟାୟ

  • April 10, 2026
  • 0 Comments

ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ପୁଅ ଡଃ ବଳଭଦ୍ର ଉପାଧ୍ୟାୟ ନିରାକାରପୁର୧୦/୪(ସମ୍ବାଦ ଓଡ଼ିଶା): ଓଡ଼ିଶାର ବୈଦିକ ପାଣ୍ଡିତ୍ୟ ପରମ୍ପରାରେ ଯୋଡ଼ି ହୋଇଛି ଏକ ନୂତନ ଅଧ୍ୟାୟ। ଆଦିବରାହ କ୍ଷେତ୍ର ତିରୁପତି ସ୍ଥିତ ପ୍ରସିଦ୍ଧ ଶ୍ରୀ ବେଙ୍କଟେଶ୍ବର ବେଦ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ “କୁଳସଚିବ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଦିବ୍ୟସିଂହପୁର ଗ୍ରାମର ସନ୍ତାନ ଡଃ ବଳଭଦ୍ର ଉପାଧ୍ୟାୟ। ଗତ ୭ ଏପ୍ରିଲ ୨୦୨୬ରେ ସେ […]

ରାଜ୍ୟ ଶିକ୍ଷା

ବୁଲିଲା ଶିକ୍ଷା ସଚେତନତା ରଥ

  • April 9, 2026
  • 0 Comments

ବୁଲିଲା ଶିକ୍ଷା ସଚେତନତା ରଥ ନିରାକାରପୁର,୯/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଲାଳିତପାଟପୁର ଓ ରାମେଶ୍ବର କ୍ଲଷ୍ଟରେ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନେ ନାମ ଲେଖାଇ ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ସରକାର ଖଡିଛୁଆଁ ଏବଂ ପ୍ରବେଶ ଉତ୍ସବ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଟାଙ୍ଗୀ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଛି। ଟାଙ୍ଗୀ ବ୍ଲକ ଶିକ୍ଷା […]

ରାଜ୍ୟ ସ୍ପେଶାଲ

ନିରାକାରପୁର ହାଇସ୍କୁଲ ପଡ଼ିଆରେ ୧୩ ଶମ୍ଭୁଙ୍କ ମହାମିଳନ: ଭକ୍ତିମୟ ପରିବେଶରେ ଝୁମିଲେ ହଜାର ହଜାର ଶ୍ରଦ୍ଧାଳୁ

  • April 9, 2026
  • 0 Comments

ନିରାକାରପୁର ହାଇସ୍କୁଲ ପଡ଼ିଆରେ ୧୩ ଶମ୍ଭୁଙ୍କ ମହାମିଳନ: ଭକ୍ତିମୟ ପରିବେଶରେ ଝୁମିଲେ ହଜାର ହଜାର ଶ୍ରଦ୍ଧାଳୁ ନିରାକାରପୁର, ୯/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜି ଲ୍ଲା ନିରାକାରପୁରଠାରେ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ତ୍ରୟୋଦଶ ଶମ୍ଭୁ ଦଣ୍ଡ ମହାମିଳନ ପର୍ବ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳର ୧୩ଟି ପ୍ରମୁଖ ଶୈବପୀଠରୁ ଆସିଥିବା ପ୍ରଭୁ ଶମ୍ଭୁଙ୍କ ପଟୁଆର ଏକାଠି ହୋଇ ଏକ ଦିବ୍ୟ ପରିବେଶ ସୃଷ୍ଟି […]

ଅପରାଧ ରାଜ୍ୟ ସ୍ପେଶାଲ

ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ 

  • April 9, 2026
  • 0 Comments

ପାପ ସମ୍ପର୍କ ଲୁଚାଇବାକୁ ବାପାର ଚକ୍ରବ୍ୟୁହ: ଶାଳୀର ପୁଅକୁ ‘ଚୋରି’ କରି ପ୍ରଥମ ସ୍ତ୍ରୀକୁ ଦେଲା, ୨୪ ଘଣ୍ଟାରେ ପର୍ଦାଫାଶ କଲା ରେଳବାଇ ପୋଲିସ ନିରାକାରପୁର୯/୪( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳ ଷ୍ଟେସନରୁ ୪ ମାସର ଶିଶୁପୁତ୍ର ନିଖୋଜ ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାପ ସମ୍ପର୍କକୁ ଲୁଚାଇବା ସହ ଶାଳୀଙ୍କ ଠାରୁ ଦୂରେଇ ଯିବା ପାଇଁ ନିଜ ଶିଶୁପୁତ୍ରକୁ ଅପହରଣ କରିବାକୁ ଯୋଜନା କରିଥିଲା ଜନ୍ମକଲା ବାପା। ତେବେ ଖୋର୍ଦ୍ଧା […]

Jakie są unikalne promocje w Fresh Casino?

  • April 9, 2026
  • 0 Comments

Fresh Casino to nowoczesna platforma, która przyciąga uwagę graczy nie tylko różnorodnością gier, ale także unikalnymi promocjami dostępnymi na stronie. Oferuje szereg bonusów i ofert, które wyróżniają ją na tle konkurencji. W tym artykule przedstawiamy najciekawsze aspekty dotyczące promocji dostępnych na fresh-casino-online.com. Rodzaje promocji w Fresh Casino Fresh Casino oferuje szereg rodzajów promocji, które zaspokajają […]

Thrill Casino w 2023: Co nowego w ofercie?

  • April 9, 2026
  • 0 Comments

W 2023 roku casino thrill wprowadza nowości, które mają na celu przyciągnięcie jeszcze większej liczby graczy. Platforma, znana z szerokiego asortymentu gier i atrakcyjnych bonusów, stale poszerza swoją ofertę, co czyni ją jednym z ciekawszych miejsc na rynku hazardowym. Przyjrzyjmy się, co nowego oferuje to kasyno w bieżącym roku. Bogaty katalog gier Thrill Casino w […]

Czy Fontan Casino ma przyjazną politykę bonusową?

  • April 8, 2026
  • 0 Comments

Fontan Casino to platforma gier online, która zyskuje popularność wśród graczy poszukujących atrakcyjnych ofert bonusowych. Warto zastanowić się, czy fontan kasyno rzeczywiście może pochwalić się przyjazną polityką bonusową oraz co przekłada się na jej atrakcyjność dla użytkowników. W artykule przedstawione zostaną kluczowe informacje dotyczące dostępnych bonusów oraz warunków ich przyznawania. Ogólne zasady bonusowe Fontan Casino […]

ରାଜ୍ୟ ଶିକ୍ଷା

ନିରାକାରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକୋତ୍ସବ ଓ ‘ଉପାୟନ’ ଉନ୍ମୋଚିତ

  • April 6, 2026
  • 0 Comments

ନିରାକାରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକୋତ୍ସବ ଓ ‘ଉପାୟନ’ ଉନ୍ମୋଚିତନିରାକାରପୁର,୬/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ଆର୍ଯ୍ୟବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତମ ସାମ୍ବତ୍ସରିକ ଉତ୍ସବ ଓ ମୁଖପତ୍ର ‘ଉପାୟନ’ର ଷଷ୍ଠ ବାର୍ଷିକ ସଂସ୍କରଣ ସୋମବାର ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡ. ମର୍କତ କେଶରୀ ରାୟ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଶିକ୍ଷକ ଓ […]

ଅପରାଧ ରାଜ୍ୟ

ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ: ଟାଙ୍ଗୀ ବ୍ଲକର PEO ଦିଲ୍ଲୀପ ପ୍ରଧାନ ଗିରଫ

  • April 6, 2026
  • 0 Comments

ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ: ଟାଙ୍ଗୀ ବ୍ଲକର ପିଇଓ ଦିଲ୍ଲୀପ ପ୍ରଧାନ ଗିରଫ ଖୋର୍ଦ୍ଧା, ୬/୪(ସମ୍ବାଦ ଓଡ଼ିଶା): ମଧୁବାବୁ ପେନସନ ଯୋଜନା (MBPY) ଅର୍ଥ ହେରଫେର ଅଭିଯୋଗରେ ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଛି। ସରକାରୀ ପାଣ୍ଠିରୁ ପ୍ରାୟ ୧୧.୨୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଅଭିଯୋଗ ଅନୁଯାୟୀ, […]