Sambad Odisha

ରାଜ୍ୟ ଶିକ୍ଷା

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

  • August 2, 2025
  • 0 Comments

ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଖୋର୍ଦ୍ଧା ତା: ୦୨/୦୮(ସମ୍ବାଦ ଓଡ଼ିଶା )ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, କାଇପଦର୍ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟଙ୍କ ସଭାପତିତ୍ବରେ ଆୟୋଜିତ ଏକ ସାଧାରଣ ସଭାରେ ପରିବେଶବିଦ୍ ଡଃ. ଦିଲୀପ କୁମାର ଶ୍ରୀଚନ୍ଦନ ମୁଖ୍ୟ ଅତିଥି, ରାଜ୍ୟସ୍ତରୀୟ ସେବା ଯୋଜନା ଅଧିକାରୀ ତଥା ଉପ ସଚିବ ଡଃ. ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଓ […]

ଦେଶ ବିଦେଶ ନିଯୁକ୍ତି ରାଜ୍ୟ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ

  • August 2, 2025
  • 0 Comments

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ  ଭୁବନେଶ୍ୱର,୨/୮ (ସମ୍ବାଦ ଓଡ଼ିଶା )    କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ।୨୦୧୬ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇ.ଏ.ଏସ୍ ଶ୍ରୀମତୀ ସାଗରିକା ନାଥ ।ଜାତୀୟ ତଦନ୍ତ (NIA) ସଂସ୍ଥାରେ ପୋଲିସ ଅଧିକ୍ଷକ ଭାବରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ।ତୁରନ୍ତ ରିଲିଭ୍ କରିବା ନେଇ ମୁଖ୍ୟ ସଚିବ, ଓଡ଼ିଶାଙ୍କୁ ଗୃହ ମନ୍ତ୍ରଣାଳୟର ଚିଠି ।   […]

ଦେଶ ବିଦେଶ ରାଜ୍ୟ

ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କୁ ଗୈରୀକରଣରୁ ସରକାର କ୍ଷାନ୍ତ ରୁହନ୍ତୁ : ଏସ୍.ଏଫ୍. ଆଇ.

  • August 2, 2025
  • 0 Comments

ବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କୁ ଗୈରୀକରଣରୁ ସରକାର କ୍ଷାନ୍ତ ରୁହନ୍ତୁ : ଏସ୍.ଏଫ୍. ଆଇ. ଟାଙ୍ଗୀ ୦୨/୦୮( ସମ୍ବାଦ ଓଡ଼ିଶା )– ଓଡ଼ିଶା ପ୍ରାଥମିକ ଶିକ୍ଷା କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଗେରୁଆ ରଙ୍ଗର ପରିଚୟ ପତ୍ର ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକର ମଲାଟକୁ ଗେରୁଆ ରଙ୍ଗ କରାଯାଇଛି । ବିଦ୍ୟାଳୟଗୁଡିକର କୋଠାବାଡ଼ି ରଙ୍ଗ ଗେରୁଆ ହେଉଛି । ଇତି ମଧ୍ୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ଗେରୁଆ ରଙ୍ଗର ପୋଷାକ ବଣ୍ଟା […]

ରାଜ୍ୟ ଶିକ୍ଷା

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ୬ଦଫା ସମ୍ବଳିତ ଦାବୀ ପତ୍ର ଟାଙ୍ଗୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି।

  • August 2, 2025
  • 0 Comments

  ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ୬ଦଫା ସମ୍ବଳିତ ଦାବୀ ପତ୍ର ଟାଙ୍ଗୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଟାଙ୍ଗୀ,୨/୮(ସମ୍ବାଦ ଓଡ଼ିଶା ,ସ୍ୱାଗତିକା ପାହାଡ଼ସିଂହ)ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ୬ଦଫା ସମ୍ବଳିତ ଦାବୀ ପତ୍ର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଶନିବାର ଦିନ ଟାଙ୍ଗୀ ଗୋଷ୍ଠୀ ଶିକ୍ଷଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାପଡିଛି।ଏହି ଦାବୀ ଗୁଡିକ ମଧ୍ୟରେ ରହିଛି ସମସ୍ତ […]

ରାଜ୍ୟ

ଚରମ ଅବ୍ୟବସ୍ଥା, କର୍ମଚାରୀ ଅଭାବ ଓ ଉପଭୋକ୍ତାଙ୍କ ତୀବ୍ର ଅସନ୍ତୋଷ ମଧ୍ୟରେ ଚାଲିଛି ୭୦ବର୍ଷର ପୂରୁଣା ଟାଙ୍ଗୀ ଉପଡାକଘର।

  • August 2, 2025
  • 0 Comments

ଚରମ ଅବ୍ୟବସ୍ଥା, କର୍ମଚାରୀ ଅଭାବ ଓ ଉପଭୋକ୍ତାଙ୍କ ତୀବ୍ର ଅସନ୍ତୋଷ ମଧ୍ୟରେ ଚାଲିଛି ୭୦ବର୍ଷର ପୂରୁଣା ଟାଙ୍ଗୀ ଉପଡାକଘର। ଟାଙ୍ଗୀ,୨/୮(ସମ୍ବାଦ ଓଡ଼ିଶା):ଟାଙ୍ଗୀ ଶାଖା ଡାକଘରକୁ ୧୯୫୫ମସିହାରେ ଉପଡାକଘରର ମାନ୍ୟତା ପ୍ରଦାନ କରାଯାଇଥିଲା. ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଉଭୟ ସରକାର ଓ ଡାକ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଜରାଜୀର୍ଣ୍ଣ ଭଡା ଘରେ ନିଜ କର୍ମକୁ ଆଦରି ଲୋକଙ୍କୁ ସେବା ଯୋଗାଇ ଆସୁଛି ଏହି ଅଭିଶପ୍ତ ଉପଡାକଘର ମଙ୍ଗଳାଯୋଡ଼ି, ବଡ଼ପାରୀ, […]