Sambad Odisha

ଦେଶ ବିଦେଶ ନିଯୁକ୍ତି ରାଜ୍ୟ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ

 ଭୁବନେଶ୍ୱର,୨/୮ (ସମ୍ବାଦ ଓଡ଼ିଶା )    କେନ୍ଦ୍ରୀୟ ଡେପୁଟେସନରେ ଗଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ।୨୦୧୬ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇ.ଏ.ଏସ୍ ଶ୍ରୀମତୀ ସାଗରିକା ନାଥ ।ଜାତୀୟ ତଦନ୍ତ (NIA) ସଂସ୍ଥାରେ ପୋଲିସ ଅଧିକ୍ଷକ ଭାବରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ।ତୁରନ୍ତ ରିଲିଭ୍ କରିବା ନେଇ ମୁଖ୍ୟ ସଚିବ, ଓଡ଼ିଶାଙ୍କୁ ଗୃହ ମନ୍ତ୍ରଣାଳୟର ଚିଠି ।

 

Advertisemen

admin

admin

About Author

Leave a comment

Your email address will not be published. Required fields are marked *