Sambad Odisha

ମନୋରୋଜନ ରାଜ୍ୟ

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

  • July 19, 2025
  • 0 Comments

ଶ୍ରୀ ସାଇ ଡ୍ୟାନସ ଗ୍ରୁପ ନୃତ୍ୟ ଶିଳ୍ପୀଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ନିରାକାରପୁର,୧୯/୮(ସମ୍ବାଦ ଓଡ଼ିଶା): ତ୍ରିଧାରା ଅନୁଷ୍ଠାନ ଦ୍ଵାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଗୁରୁ ଡ ଗୁରୁପ୍ରସାଦ ଦାସଙ୍କ ୩୯ ତମ ଶ୍ରାଦ୍ଧ ଦିବସ ରେ ସ୍ଥାନୀୟ ଶ୍ରୀ ସାଇ ଡ୍ୟାନସ ଗ୍ରୁପ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଅବସରରେ କିଛି ନୃତ୍ୟ ଗୁରୁଙ୍କୁ ଉପାଧି ପ୍ରଦାନ କରାଯାଇଛି।ଏଥିରେ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତ, ପଦ୍ମଶ୍ରୀ ଅରୁଣ ମହାନ୍ତି, […]

ବାଣିଜ୍ୟ ରାଜ୍ୟ

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ 

  • July 19, 2025
  • 0 Comments

ଡ୍ରୋନ କମ୍ପାନୀ: ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ ନିରାକାରପୁର ,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମୁଣ୍ଡାଆମ୍ବ ଶିଳ୍ପା ଅଞ୍ଚଳରେ ହୋଇଥିବା ଡ୍ରୋନ କମ୍ପାନୀରେ ଆଜି ଜଣେ ଶ୍ରମିକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଜି ଦିନ ସାଢେ଼ ୩ ଟା ସମୟରେ କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଜଣେ କର୍ମଚାରୀ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କମ୍ପାନୀ ତରଫରୁ ହସ୍ପିଟାଲ ରେ ଭର୍ତ୍ତି […]

ରାଜ୍ୟ

ଦୈନଦିନ କୁକୁଡ଼ା ମୃତ୍ୟୁକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀ ଆତଙ୍କିତ 

  • July 18, 2025
  • 0 Comments

ଦୈନଦିନ କୁକୁଡ଼ା ମୃତ୍ୟୁକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀ ଆତଙ୍କିତ *ବାର୍ଡ ଫ୍ଲୁ ସନ୍ଦେହ : ନମୁନା ପରୀକ୍ଷା ପଠାଇଲେ ପଶୁ ଚିକିତ୍ସକ * ହଜାର ହଜାର ସଂଖ୍ୟାରେ ମରୁଛନ୍ତି: ତୁରନ୍ତ ପଦକ୍ଷେପ ନେବାକୁ ଦାବି * ସରକାର କ୍ଷତି ପୂରଣ ନ ମିଳିଲେ ଚାଷୀ ହେବେ ଦେବାଳିଆ ନିରାକାରପୁର,୧୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୌଣସି ରୋଗ ସଂକ୍ରମଣ କାରଣରୁ କୁକୁଡ଼ା ମୃତ୍ୟୁବରଣ କରିଥିବାର ଦେଖାଦେଇଛି।ଦୈନଦିନ ଗୋଟିଏ […]

ରାଜ୍ୟ

ରାଜ୍ୟରେ ୨୩ ରୁ  ପୁଣି ବଢିବ ବର୍ଷା

  • July 18, 2025
  • 0 Comments

ରାଜ୍ୟରେ ୨୩ ରୁ  ପୁଣି ବଢିବ ବର୍ଷା ଭୁବନେଶ୍ୱର,୧୮/୭(ସମ୍ବାଦ ଓଡ଼ିଶା): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ଫଳରେ ରାଜ୍ୟରେ ୨୩ ତାରିଖରୁ ପୁଣି ବର୍ଷା ବଢ଼ିବ। ବର୍ଷାର ପ୍ରଭାବ ପ୍ରାୟ ୨୬ ପର୍ଯ୍ୟନ୍ତ ଜାରି ରହିବ। ୨୪ ଓ ୨୫ ତାରିଖରେ ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନାନୁଯାୟୀ, ଏହି […]

ଅପରାଧ ରାଜ୍ୟ

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ।

  • July 18, 2025
  • 0 Comments

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ। ବିଷମ କଟକ ୧୮/୭(ଇ ମି ସ)ପାରିବାରିକ କଳହକୁ ନେଇ ମହିଳା ଜଣକ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅ ର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତର […]

ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ

  • July 17, 2025
  • 0 Comments

ବନ୍ଧୁକ ମୁନରେ ଯୁବକଙ୍କ ଠାରୁ ଲୁଟି ନେଲେ ୩୦ ହଜାର ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ ନିରାକାରପୁର,୧୭/୭(ସମ୍ବାଦ ଓଡ଼ିଶା):ଦିନକୁ ଦିନ ପୋଲିସ ପ୍ରଶାସନର ଭୟ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କ ମନରୁ ଦୂର ହେବାକୁ ଲାଗିଛି। ଯାହାଫଳରେ ସାଧାରଣ ଲୋକଟି ନିଜକୁ ଅସୁରକ୍ଷିତ ମନେ କରିବା ସ୍ଵାଭାବିକ। ଏହିପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ। ବଜାର ନିକଟସ୍ଥ ଷ୍ଟେସନ ରୋଡରୁ ବୁଧବାର ରାତି ସାଢ଼େ ସାତଟା ରେ ଦୁଇଜଣ ହେଲମେଟ […]

ଦେଶ ବିଦେଶ ବାଣିଜ୍ୟ

ଇପିଏଫ୍‌ ପାଣ୍ଠି ଉଠାଣ ନିୟମରେ ବଡ଼ ପରିବର୍ତ୍ତନ; ଅବସର ପୂର୍ବରୁ ଉଠାଇହେବ ସବୁ ଇପିଏଫ୍ ଟଙ୍କା

  • July 17, 2025
  • 0 Comments

  ଇପିଏଫ୍‌ ପାଣ୍ଠି ଉଠାଣ ନିୟମରେ ବଡ଼ ପରିବର୍ତ୍ତନ; ଅବସର ପୂର୍ବରୁ ଉଠାଇହେବ ସବୁ ଇପିଏଫ୍ ଟଙ୍କା ନୂଆଦିଲ୍ଲୀ(ସମ୍ବାଦ ଓଡ଼ିଶା): ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ସଦସ୍ୟମାନଙ୍କୁ ସେମାନଙ୍କର ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଯାହାଫଳରେ ଜରୁରୀ ସମୟରେ ସଦସ୍ୟଙ୍କୁ ଆଉ ଚାକିରି ଛାଡିବାକୁ ପଡିବନାହିଁ କିମ୍ବା ଅବସର ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। କାରଣ କେନ୍ଦ୍ର ସରକାର ଅବସରକାଳୀନ ପାଣ୍ଠିରୁ ଟଙ୍କା ଉଠାଇବା ପାଇଁ କର୍ମଚାରୀମାନଙ୍କ ଲାଗି […]

ରାଜ୍ୟ

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା 

  • July 17, 2025
  • 0 Comments

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା  ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ନିରାକାରପୁର, ୧୭/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡ଼ସିଂହ): ବାଲେଶ୍ଵର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ ଓ ରାଜ୍ୟରେ ନାରୀ ସୁରକ୍ଷା ବିପଦରେ ପଡ଼ି ଥିବା , ଆଇନ ଶୃଙ୍ଖଳା ପରିସ୍ଥିତି ବାଟବଣା ହୋଇଥିବା ବିରୋଧରେ ଆଜି ଓଡ଼ିଶାରେ କଂଗ୍ରେସ ସମେତ ଅନ୍ୟ ୭ ଟି ସରକାରୀ ବିରୋଧୀ ଦଳମାନେ ଏକାଠି ହୋଇ […]

ରାଜନୀତି ରାଜ୍ୟ

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ

  • July 17, 2025
  • 0 Comments

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ ଖୋର୍ଦ୍ଧା,୧୭/୭(ସମ୍ବାଦ ଓଡ଼ିଶା ): ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜ୍ୟ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବାକୁ ମିଳିଛି।ଟାଙ୍ଗିବ୍ଲକ କଂଗ୍ରେସ ପକ୍ଷରୁ ଟାଙ୍ଗୀ ବଳରାମ ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରିକ୍ରମା କରିଥିଲେ।ଟାଙ୍ଗୀ ସହର ପରିକ୍ରମା କରୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ […]

ରାଜନୀତି ରାଜ୍ୟ

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ 

  • July 17, 2025
  • 0 Comments

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ  ଭୁବନେଶ୍ୱର,୧୬/୭(ସମ୍ବାଦ ଓଡ଼ିଶା ):  ଏଫଏମ ସ୍ଵ ୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ […]