Sambad Odisha

ଅପରାଧ ରାଜ୍ୟ

ଖଣି ଉପରେ ପୋଲିସର ଚଢାଉ: ଗୋଟିଏ ପଥର ବୋଝେଇ ଟ୍ରକ ଓ ପାୱାର ଟିଲର ଜବତ

  • July 27, 2025
  • 0 Comments

ଖଣି ଉପରେ ପୋଲିସର ଚଢାଉ: ଗୋଟିଏ ପଥର ବୋଝେଇ ଟ୍ରକ ଓ ପାୱାର ଟିଲର ଜବତ ନିରାକାରପୁର ୨୭/୭(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ବୋଡଙ୍ଗରା ନିକଟରେ ବେଆଇନ ଖୋଲା ଯାଉଥିବା ଖଣି ଉପରେ ଚଢ଼ାଉ କରି ଗୋଟିଏ ପଥର ବୋଝେଇ ଟ୍ରକ ଓ ଏକ ପାୱାର ଟିଲର ଜବତ କରିଥିବା ଜଣାପଡିଛି। ପୋଲିସ ଚଢ଼ାଉ ବେଳେ ଖଣିରେ ଥିବା ମାଫିଆ ମାନେ ଓ […]

ରାଜ୍ୟ

ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକ ଗୁରୁତର କ୍ଷତି ପୂରଣ ପାଇଁ ନୂଆ ଜଗନ୍ନାଥ ସଡକ ଅବରୋଧ

  • July 27, 2025
  • 0 Comments

ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକ ଗୁରୁତର କ୍ଷତି ପୂରଣ ପାଇଁ ନୂଆ ଜଗନ୍ନାଥ ସଡକ ଅବରୋଧ ନିରାକାରପୁର,୨୭/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ଛକରେ ଅପରାହ୍ନ ୫ ଟା ବେଳେ ଏକ ବାଇକ କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ ଆରୋହୀ ଯୁବକ ଗୁରୁତର ହୋଇ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ମାନେ ଲେଣ୍ଡୁ ଛକରେ ସନ୍ଧ୍ୟା ୭ଟା ଠାରୁ ଟାୟାର […]

ରାଜ୍ୟ

ସ୍ବର୍ଗତା ନଳୀନ ବାରିକଙ୍କ ଏକାଦଶାହ ଓ ସ୍ମୃତି ଚାରଣ ସଭା

  • July 24, 2025
  • 0 Comments

ସ୍ବର୍ଗତା ନଳୀନ ବାରିକଙ୍କ ଏକାଦଶାହ ଓ ସ୍ମୃତି ଚାରଣ ସଭା ନିରାକାରପୁର,୨୪/୭(ସମ୍ବାଦ ଓଡ଼ିଶା): ସ୍ବର୍ଗତା ନଳୀନ ବାରିକଙ୍କ ଏକାଦଶାହ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ସ୍ମୃତି ଚାରଣ ସଭାର ସଭାପତିତ୍ଵ ଶ୍ରୀ ଗଙ୍ଗାଧର ତ୍ରିପାଠୀଙ୍କ କରିଥିବା ବେଳେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି, ଟାଙ୍ଗୀ ବ୍ଲକର ଉପାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ନାଥ ଶର୍ମା,୧୨ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ବିଜୟ କୁମାର ପାଲଟାସିଂ,ଛଣଗିରି […]

ରେଳ ଫାଟକ ସମ୍ଭାଳୁନି : ବାରମ୍ବାର ଭାଙ୍ଗୁଛି , ଲୋକେ ହେଉଛନ୍ତି ହଇରାଣ

  • July 22, 2025
  • 0 Comments

ରେଳ ଫାଟକ ସମ୍ଭାଳୁନି : ବାରମ୍ବାର ଭାଙ୍ଗୁଛି , ଲୋକେ ହେଉଛନ୍ତି ହଇରାଣ ନିରାକାରପୁର,୨୨/୭: ଦୈନଦିନ ହଜାର ହଜାର ସଂଖ୍ୟାରେ ଗାଡିମଟର ଅତିକ୍ରମ କରୁଥିବା ଖୋର୍ଦ୍ଧା ଜିଲ୍ଲା ନୂଆ ଜଗନ୍ନାଥ ସଡ଼କର ନିରାକାରପୁର ସ୍ଥିତ ରେଳ ଫାଟକ ଆଉ ସମ୍ଭାଳୁନି।ବାରମ୍ବାର ଗେଟ ଉଠପଡ ଲାଗି ଏହା ବି ବହୁତ ସମୟରେ ଆପେ ଭାଙ୍ଗି ପଡିଥିବା ଲକ୍ଷ୍ୟ କରାଯାଉଛି। ବହୁ ସଂଖ୍ୟାରେ ଟ୍ରେନ ଯାତାୟାତ କରିଥିବାରୁ ପ୍ରତି ୫ ମିନିଟରେ ଏହି ରେଳ ଫାଟକ ବନ୍ଦ କରିବାକୁ ପଡୁଛି। […]

ଅପରାଧ ରାଜ୍ୟ

ନାବଳିକାକୁ ଗଣ ଦୁଷ୍କର୍ମ

  • July 22, 2025
  • 0 Comments

ନାବଳିକାକୁ ଗଣ ଦୁଷ୍କର୍ମ ମାଲକାନଗିରି୨୨/୭(ସମ୍ବାଦ ଓଡ଼ିଶା):ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ୟା। ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ୪ ଜଣ। ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା। ପ୍ରଥମେ ମାଲକାନଗିରି ସହରର ଏକ ଘରେ ୩ ଜଣ ଯୁବକ ନାବାଳିକାକୁ ନେଇ ଦୁଷ୍କର୍ମ କରିଛନ୍ତି। ସେମାନେ ହେଲେ ମନୋଜ ହରିଜନ,ରୋହିତ କୁମାର ହିଆଲ ଏବଂ ବୀର ଭାର୍ତିଆ। ୩ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଘରକୁ ଫେରୁଥିବା ବେଳେ ଟ୍ରକ ଡ୍ରାଇଭରଟି […]

ରାଜ୍ୟ ସ୍ପେଶାଲ

ନିରାକାରପୁର ରେଳ ଫାଟକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ  ଲୋକେ ଛାଡ଼ୁ ନାହାଁନ୍ତି, ଟ୍ରେନ ଯାଇପାରୁନି

  • July 21, 2025
  • 0 Comments

ନିରାକାରପୁର ରେଳ ଫାଟକ ନିକଟରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ  ଲୋକେ ଛାଡ଼ୁ ନାହାଁନ୍ତି, ଟ୍ରେନ ଯାଇପାରୁନି ନିରାକାରପୁର, ୨୧/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଥିବା ରେଳ ଫାଟକ ରେ ଦିନକୁ ଦିନ ଭିଡ ବୃଦ୍ଧି ପାଇବାରେ ଲାଗିଛି। ନା ହେଉଛି ଓଭର ବ୍ରିଜ, ନା ହେଉଛି ବାଇପାସ ନା ହେଉଛି ଅଣ୍ଡର ପାସ । ଖାଲି ହେବ ହେବ ବୋଲି ଶୁଣିବାକୁ ମିଳୁଛି। ବିଭାଗ ତରଫରୁ ଖାଲି ମାପଚୁପ ପ୍ରହସନ […]

ରାଜ୍ୟ

ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି

  • July 21, 2025
  • 0 Comments

ନିରାକାରପୁର,୨୧/୭:ଆଜି ଟାଙ୍ଗିବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ମୋଟ ୧୩୨ଟି ଅଭିଯୋଗ ଆସିଥିଲା ।ସେଥିମଧ୍ୟରୁ ଘଟଣା ସ୍ଥଳରେ ୪୦ଟି ଫଇସଲା ହୋଇଥିବା ବେଳେ ୧୩ଟି ଗ୍ରାମ୍ୟ ସମସ୍ୟା ଜନିତ ଅଭିଯୋଗ ହୋଇଥିଲା । ଅନୁରୂପଭାବେ ରାସନକାର୍ଡ, ଭତ୍ତା ସମେତ ସରକାରୀ ବାସ ଗୃହ ଆଦି ଯୋଗାଇ ନିମନ୍ତେ ୧୧୯ଟି ଅଭିଯୋଗ ହୋଇଥିଲା ।ଏଡିଏମ ପ୍ରତାପ ଚନ୍ଦ୍ର ବେଉରା, ପିଡି ଜ୍ୟୋତି ରଞ୍ଜନ ସାହୁ, ଉପଜିଲ୍ଲାପାଳ କିଶୋର କୁମାର […]

ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ

  • July 20, 2025
  • 0 Comments

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ନିରାକାରପୁର,୨୦/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ) ,ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଆର୍ଯ୍ୟବିହାର ପରିସରରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର “ମାତୃ ସମ୍ମିଳନୀ” ହୋଇଯାଇଅଛି।ଉକ୍ତ ସମ୍ମିଳନୀରେ ୧୪୩ ଜଣ ମାଆ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିରର ବ୍ଯବସ୍ଥାନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମା’ ସବିତା ବିଶ୍ଵାଳ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ଅଭିଭାଷଣରେ କହିଥିଲେ — ” ବିଦ୍ୟାମନ୍ଦିର ଓ ଅଭିଭାବକ […]

ବ୍ୟବସାୟ ରାଜ୍ୟ

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି

  • July 19, 2025
  • 0 Comments

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି ନିରାକାରପୁର,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମ ରେ ଅଚିହ୍ନା ରୋଗ ଗ୍ରାସ କରିଛି। କୁକୁଡ଼ା ଗୁଡ଼ିକ ହଜାର ହଜାର ସଂଖ୍ୟାରେ ମରୁଛନ୍ତି। ଫଳରେ କୁକୁଡ଼ା ଶୂନ୍ୟ ହୋଇଗଲାଣି ସ୍ଥାନୀୟ କୁକୁଡ଼ା ଫାର୍ମ ଗୁଡ଼ିକ। ଏଣେ ପ୍ରକୃତ ରୋଗ ସମ୍ପର୍କରେ ଜାଣିବା ପାଇଁ ଜଂକିଆ ର ଏକ କୁକୁଡ଼ା ଫାର୍ମ ରୁ ନମୁନା ସଂଗ୍ରହ କରାଯାଇ ଭୋପାଳ […]