Sambad Odisha

ରାଜ୍ୟ

ସ୍ବର୍ଗତ ଦାମୋଦର ଷଡ଼ଙ୍ଗୀଙ୍କ ଏକାଦଶାହ ତୀଥିରେ ଅଶୃଳ ଶ୍ରଦ୍ଧାଞ୍ଜଳି।

ସ୍ବର୍ଗତ ଦାମୋଦର ଷଡ଼ଙ୍ଗୀଙ୍କ ଏକାଦଶାହ ତୀଥିରେ ଅଶୃଳ ଶ୍ରଦ୍ଧାଞ୍ଜଳି।

ନିରାକାରପୁର ୨୯/୦୭(ସମ୍ବାଦ ଓଡ଼ିଶା )ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ରାଇଗୁରୁପୁର ଗ୍ରାମର ସ୍ବର୍ଗତ ଦାମୋଦର ଷଡ଼ଙ୍ଗୀଙ୍କ ଆବର୍ତ୍ତମାନରେ ଏ ଅଞ୍ଚଳ ଜଣେ ଭଲ ଲୋକଙ୍କୁ ହରାଇଲା ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସ୍ମୃତି ଚାରଣ କରିଥିଲେ। ନିକଟସ୍ଥ ବେଦ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ କୃପାସିନ୍ଧୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବେଦ, ଗୀତା ଉପନିଷଦ ପାଠ ସହ ମଙ୍ଗଳା ଚରଣ କରାଯାଇଥିଲା। ଏଥି ନିମନ୍ତେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟକବି କାଶୀନାଥ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। ଶିକ୍ଷାବିତ୍ ସାରଥୀ ଜେନା, ପତନ କୁମାର ମହାପାତ୍ର, ବିଜୟ କୁମାର ସାହୁ, ବ୍ରଜବନ୍ଧୁ କର, ବିକ୍ରମ ମହାରଣା, ରାମଚନ୍ଦ୍ର ତ୍ରିପାଠୀ, ହରମୋହନ ନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *