କଳିଙ୍ଗ ଭେଟ୍ରାନସ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
କଳିଙ୍ଗ ଭେଟ୍ରାନସ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିରାକାରପୁର,୧୬/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ସ୍ଥିତ କଳିଙ୍ଗ ଭେଟ୍ରାନସ ଆସୋସିଏସନ୍ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେଶର ଅବସରପ୍ରାପ୍ତ ସୁରକ୍ଷା ଯବାନ ମାନେ ଦେଶର ସୁରକ୍ଷାରେ ଦୀର୍ଘ ବର୍ଷ କାର୍ଯ୍ୟ କଲାପରେ ଏକଜୁଟ ହୋଇ ନିଜର ଅବସର ସମୟରେ ସମାଜର ମଙ୍ଗଳ କାମନା କରୁଥିବାରୁ ଉପସ୍ଥିତ ଅତିଥିଭାବେ ସାମ୍ବାଦିକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ସହଯୋଗ ଆବାହକ ହିମାଂଶୁ […]









