Sambad Odisha

ରାଜ୍ୟ

ନିରାକାରପୁରରେ ନନ୍ଦ ଉତ୍ସବ ଅନୁଷ୍ଠିତ

ନିରାକାରପୁରରେ ନନ୍ଦ ଉତ୍ସବ ଅନୁଷ୍ଠିତ

ନିରାକାରପୁର,୧୬/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନନପଡା ସାହିରେ ନନ୍ଦ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି। ଶ୍ରୀକୃଷ୍ଣ ଜନ୍ମ ଅବସରରେ ନନପଡା ସାହିର ଯୁବକ ମାନେ ଦହି ହାଣ୍ଡି ଭାଙ୍ଗି ନନ୍ଦ ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *