Sambad Odisha

ରାଜ୍ୟ

ନିରାକାରପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା

ନିରାକାରପୁର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା

ନିରାକାରପୁର,୧୪/୮: ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ନିରାକାରପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟଙ୍କ ନେତୃତ୍ୱ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଶତାଧିକ ବାଇକ ରେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ହୋଇଯାଇଛି। ଏହି ଶୋଭାଯାତ୍ରା ରାମେଶ୍ବର ଛକରୁ ଲେଣ୍ଡୁ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପି କୃଷକ ନେତା କେଳୁଚରଣ ଜଗଦେବ, ବିଜେପି ନେତା ପ୍ରଫୁଲ୍ଲ କୁମାର ଜେନା,ସନାତନ ବାରିକ, ମନ୍ମଥ ବେହେରା, ଚିତ୍ତରଞ୍ଜନ ତ୍ରିପାଠୀ , ପ୍ରଦୋଷ କୁମାର ହରିଚନ୍ଦନ, ପୁଷ୍ପଲତା ବେହେରା ଓ ନୂଆଗଡ ସରପଂଚ ରଘୁନାଥ ମାଝୀଙ୍କ ସମେତ ଶତାଧିକ ବିଜେପି ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *