Sambad Odisha

ମନୋରୋଜନ ରାଜ୍ୟ

ରାମେଶ୍ବରରେ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ 

  • ରାମେଶ୍ବରରେ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ

ନିରାକାରପୁର,୧୮/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଂଚାୟତ କାର୍ଯ୍ୟାଳୟ ପରିସରରେ ଗୋକୁଳାନନ୍ଦ ସାହିତ୍ୟ ସଂସଦ ପକ୍ଷରୁ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦ ସଭାପତି ଦିବ୍ୟସିଂହ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆସରରେ ମୁଖ୍ୟ ଅତିଥି ଭାବେ ସନାତନ ମଲ୍ଲିକ( ଅତିରିକ୍ତ ତହସିଲଦାର ଟାଙ୍ଗୀ),ମୁଖ୍ୟ ବକ୍ତା ଭାବେ ଡ ପୂର୍ଣ୍ଣଚନ୍ଦ୍ର ଦାଶ ସମ୍ପାଦକ- ଶ୍ରୀ ବୀରେନ୍ଦ୍ର କୁମାର ପଟ୍ଟନାୟକ,ସମାଜସେବୀ ରଣଜିତ ଜଗଦେବ, ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ବାଳ,କବୟିତ୍ରୀ- ନିରୂପମା ମହାପାତ୍ର,କମଳ ଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ମଞ୍ଚ ଉପସ୍ଥାପକ- ଶ୍ରୀ ଦିପ୍ତିରଂଜନ ପାଇକରାୟ କରିଥିବାବେଳେ କାର୍ଯ୍ୟକ୍ରମକୁ ଚନ୍ଦ୍ର ମୋହନ ପଟ୍ଟନାୟକ ଓ ବିଭୂକଲ୍ୟାଣ ମଲ୍ଲ ପରିଚାଳନା କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *