Sambad Odisha

ଅପରାଧ ରାଜ୍ୟ

ଖଣି ଉପରେ ପୋଲିସର ଚଢାଉ: ଗୋଟିଏ ପଥର ବୋଝେଇ ଟ୍ରକ ଓ ପାୱାର ଟିଲର ଜବତ

ଖଣି ଉପରେ ପୋଲିସର ଚଢାଉ: ଗୋଟିଏ ପଥର ବୋଝେଇ ଟ୍ରକ ଓ ପାୱାର ଟିଲର ଜବତ

ନିରାକାରପୁର ୨୭/୭(ସମ୍ବାଦ ଓଡ଼ିଶା):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ବୋଡଙ୍ଗରା ନିକଟରେ ବେଆଇନ ଖୋଲା ଯାଉଥିବା ଖଣି ଉପରେ ଚଢ଼ାଉ କରି ଗୋଟିଏ ପଥର ବୋଝେଇ ଟ୍ରକ ଓ ଏକ ପାୱାର ଟିଲର ଜବତ କରିଥିବା ଜଣାପଡିଛି। ପୋଲିସ ଚଢ଼ାଉ ବେଳେ ଖଣିରେ ଥିବା ମାଫିଆ ମାନେ ଓ ଅନ୍ୟ ଗାଡି ଗୁଡ଼ିକ ଫେରାର ହୋଇଯାଇ ଥିଲା।

admin

admin

About Author

Leave a comment

Your email address will not be published. Required fields are marked *