Sambad Odisha

ରାଜ୍ୟ

ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି


  • ନିରାକାରପୁର,୨୧/୭:ଆଜି ଟାଙ୍ଗିବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ମୋଟ ୧୩୨ଟି ଅଭିଯୋଗ ଆସିଥିଲା ।ସେଥିମଧ୍ୟରୁ ଘଟଣା ସ୍ଥଳରେ ୪୦ଟି ଫଇସଲା ହୋଇଥିବା ବେଳେ ୧୩ଟି ଗ୍ରାମ୍ୟ ସମସ୍ୟା ଜନିତ ଅଭିଯୋଗ ହୋଇଥିଲା । ଅନୁରୂପଭାବେ ରାସନକାର୍ଡ, ଭତ୍ତା ସମେତ ସରକାରୀ ବାସ ଗୃହ ଆଦି ଯୋଗାଇ ନିମନ୍ତେ ୧୧୯ଟି ଅଭିଯୋଗ ହୋଇଥିଲା ।ଏଡିଏମ ପ୍ରତାପ ଚନ୍ଦ୍ର ବେଉରା, ପିଡି ଜ୍ୟୋତି ରଞ୍ଜନ ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଆଡିସିନାଲ ଏସପି ଶ୍ରୀନିବାସ ମହାନ୍ତି,ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଟାଙ୍ଗୀ ତହସିଲଦାର ନିଷ୍ଠା ମହାପାତ୍ରଙ୍କ ସମେତ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
admin

admin

About Author

Leave a comment

Your email address will not be published. Required fields are marked *