Stay Tuned!

Get trusted Odia news and updates delivered to your inbox. Subscribe now to stay connected!

କୃଷି ରାଜ୍ୟ

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l

ନୂଆପଡ଼ା, ୭/୭:(ସମ୍ବାଦ ଓଡ଼ିଶା)ଚଳିତବର୍ଷ ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫରୁ ଆଜି ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ସକାଳ ୮.୦୦ ଘଟିକା ସମୟରେ ଜଳ ଛଡାଯାଇଆଛି । ଏହି କାର୍ଯ୍ୟକ୍ରମ ରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ଖଡ଼ିଆଳ, ସୌମ୍ୟ କିଶୋର ଜୟପୁରୀୟା, ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସଂପୃକ୍ତ ସମସ୍ତ ଯନ୍ତ୍ରୀ , ମାଁ ରକ୍ତାମ୍ବରି ଡିଷ୍ଟ୍ରିବୁଟାରି କମିଟି ସଭାପତି ମନୋଜ ପଟ୍ଟନାୟକ, ସମ୍ପାଦକ ଦୁଷ୍ମନ୍ତ ବେହେରା, ଭୂପେନ୍ଦ୍ର ମହାରଥୀ ତଥା ଅନ୍ୟ ମାନଙ୍କ ଉପସ୍ଥିତି ରେ ବାମ ପାର୍ଶ୍ଵ ମୁଖ୍ୟ କେନାଲର ଫାଟକ ଖୋଲାଯାଇ ଜଳଯୋଗାଣ ଆରମ୍ଭ କରାଯାଇଥିଲା । ଏହି ଜଳଯୋଗାଣ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ଜଣାପଡିଛି ।

admin

About Author

Leave a comment

Your email address will not be published. Required fields are marked *