Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ଦେଶ ବିଦେଶ

ପୁଣି ବଢିଲା ସୁନା ଦାମ୍‌ ; ଜାଣନ୍ତୁ ୧୦ ଗ୍ରାମ୍‌କୁ କେତେ ?

ଭୁବନେଶ୍ୱର : ପୁଣି ବଢିଲା ସୁନା ଦର। ମେ’ ୧୯ ଅର୍ଥାତ୍‌ ସୋମବାର ସୁନା ଦର ପରିବର୍ତ୍ତନ ହେବା ସହ ବୃଦ୍ଧି ପାଇଛି।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୫୧୦ ଟଙ୍କା ରହିଛି । ଗତକାଲି ଏହା ୯୫, ୧୩୦ ଟଙ୍କା ଥିଲା । ଏଥିରେ ୩୮୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୭,୫୫୦ ଟଙ୍କା ରହିଛି । ଗତକାଲି ୮୭,୨୦୦ ଥିଲା । ଏଥିରେ ୩୫୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୧,୬୩୦ ଟଙ୍କା ରହିଛି । ଗତକାଲି ଏହା ୭୧,୩୫୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୯୦୦ ରହିଛି । ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ପାଇଛି ।

admin

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ

ଭୂକମ୍ପରେ ଥରିଲା ଆମେରିକା, ଜାଣନ୍ତୁ କେତେ ଥିଲା ତୀବ୍ରତା ?

There are many variations of passages of Lorem Ipsum available but the majority have suffered alteration in that some injected