ରାମେଶ୍ବରରେ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ
ରାମେଶ୍ବରରେ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ ନିରାକାରପୁର,୧୮/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଂଚାୟତ କାର୍ଯ୍ୟାଳୟ ପରିସରରେ ଗୋକୁଳାନନ୍ଦ ସାହିତ୍ୟ ସଂସଦ ପକ୍ଷରୁ ଆମ ଭାଷା,ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧଭିତ୍ତିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦ ସଭାପତି ଦିବ୍ୟସିଂହ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆସରରେ ମୁଖ୍ୟ ଅତିଥି ଭାବେ ସନାତନ ମଲ୍ଲିକ( ଅତିରିକ୍ତ ତହସିଲଦାର ଟାଙ୍ଗୀ),ମୁଖ୍ୟ ବକ୍ତା ଭାବେ ଡ ପୂର୍ଣ୍ଣଚନ୍ଦ୍ର ଦାଶ ସମ୍ପାଦକ- ଶ୍ରୀ ବୀରେନ୍ଦ୍ର କୁମାର […]