Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ     ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ

  • July 6, 2025
  • 0 Comments

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ     ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ଵର ଛକ ଓଭର ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ କିଛି ଦିନ ହେବ ଜଳୁ ନ ଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ଓ ଗାଈଗୋରୁ। ବହୁ ସମୟରେ ଏହି ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ବି […]

ରାଜ୍ୟ

ଓଳସିଂହ ଗ୍ରୀନ୍ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ ।

  • July 6, 2025
  • 0 Comments

ଓଳସିଂହ ଗ୍ରୀନ୍ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ । ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା ) ;ଗଛ ସହିତ ଆମର ସମ୍ପର୍କ ନିବିଡ ଓ ନିରନ୍ତର ପ୍ରାଣବାୟୁର ନିରବଚ୍ଛିନ୍ନ ଯୋଗାଣକାରୀ ଏହି ଗଛ ତେଣୁ ଏହା ବିନା ଅସମ୍ଭବ ।ଏଭଳି କୌଣସି ବୃକ୍ଷନାହିଁ ଯାହା ଅଦରକାରୀ ।କିନ୍ତୁ ବିଡମ୍ବନା ହେଲା ଆଧୁନିକ ବିକାଶ ପ୍ରକ୍ରିୟାରେ ବୃକ୍ଷ ସମ୍ପଦ ଧ୍ବସ୍ତବିଧସ୍ତ ।ଏହାର ପରିଣାମ ସ୍ୱରୂପ ପୃଥ‌ିବୀ ଅଧିକରୁ ଅଧିକ ଉପ୍ତ ହେବାରେ ଲାଗିଛି ।ଜଳବାୟୁ ପରିବର୍ତନ ଜନିତ ବିଭୀଷିକା କାରଣରୁ ମାନବ […]

ରାଜ୍ୟ

କୋରାପୁଟରେ ଜିଲ୍ଲାସ୍ତରୀୟ ବନମହୋତ୍ସବ ସପ୍ତାହ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • July 6, 2025
  • 0 Comments

ଜିଲ୍ଲାସ୍ତରୀୟ ବନମହୋତ୍ସବ ସପ୍ତାହ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ,୬/୭,(ସମ୍ବାଦ ଓଡ଼ିଶା): ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କୋରାପୁଟ ସ୍ଥିତ ଥାର୍ଡ ବ୍ୟାଟଲିୟନ୍ କ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ବନ ବନମହୋତ୍ସବ ସପ୍ତାହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏକ ବର ଗଛ ଲଗାଇଥିଲେ। ଏହି ଅବସରରେ ମା […]

ଓଳସିଂହ ପତିତପାବନ ଦେବଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ

  • July 6, 2025
  • 0 Comments

ଓଳସିଂହ ପତିତପାବନ ଦେବଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ନିରାକାରପୁର,୦୬ /୦୭ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମସ୍ଥ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ବାହୁଡା଼ ରଥଯାତ୍ରା ବଡ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ପହଣ୍ଡି ବିଜେ ପରେ ସମାଜସେବୀ ଦେବରାଜ ବାରିସଲ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରୁଥିଲେ।ପରେ ରଥାରୂଢ଼ ପତିପାବନ ମାଉସୀ ମା ମନ୍ଦିର ଠାରୁ ବାହାରି ଗ୍ରାମ ପରିଭମଣ କରି ଗୁଣ୍ଡିଚା ମନ୍ଦିର ରେ ଯାଇ ପହଞ୍ଚିଥିଲେ।ଏହି ସମୟରେ ଅଞ୍ଚଳ […]

*ନିରାକାରପୁର ରେଳ ଫାଟକରେ ଚରମ ଅବହେଳା*   ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାହାଁନ୍ତି ପୋଲିସ_ 

  • July 6, 2025
  • 0 Comments

*ନିରାକାରପୁର ରେଳ ଫାଟକରେ ଚରମ ଅବହେଳା*  ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭିଡ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାହାଁନ୍ତି ପୋଲିସ_ ଖୋର୍ଦ୍ଧା,୬/୬( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ): ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ଆଜି ସୁନାବେଶରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନୂଆ ଜଗନ୍ନାଥ ସଡ଼କ ସ୍ଥିତ ରେଳ ଫାଟକରେ ପ୍ରଶାସନ ତରଫରୁ ଘୋର ଅବହେଳା ପ୍ରଦର୍ଶନ ସମସ୍ତ ଙ୍କୁ ଚକିତ କରିଛି। ଅନ୍ୟ ବିଭିନ୍ନ ପର୍ବ […]